ଜାନୁୟାରୀ ୨୬ ପୂର୍ବରୁ ହାଇ ଆଲର୍ଟରେ ଦିଲ୍ଳୀ: ଘାଜିପୁର ସୀମାରୁ ଜବତ ହେଲା ଟାଇମର ଲଗା IED ବିସ୍ଫୋରକ
ନୂଆଦିଲ୍ଳୀ: ଜାନୁୟାରୀ ୨୬ ବା ସାଧାରଣ ତନ୍ତ୍ର ଦିବସକୁ ଆଉ ମାତ୍ର ୯ ଦିନ ବାକି ରହିଛି । ଏହି ସମୟରେ ଦିଲ୍ଲୀର ଘାଜିପୁରରୁ ବିପୁଳ ପରିମାଣର ବିସ୍ଫୋରକ ଜବତ ହୋଇଛି । ଘାଜିପୁରର ଫୁଲ ବଜାରରୁ ଏନଏସଜି ଏହି ବିସ୍ଫୋରକ…