ଭାରତର ୨୦୨ ପରେ ଦ. ଆଫ୍ରିକା ୩୫/୧, ପ୍ରଥମ ଦିନରେ ଚମକିଲେ ମାର୍କୋ ଜନସେନ
ନୂଆଦିଲ୍ଲୀ : ଜୋହାନ୍ସବର୍ଗର ଓ୍ଵାଣ୍ଡରର୍ସ ଷ୍ଟାଡିୟମରେ ଖେଳା ଯାଉଥିବା ଦ୍ଵିତୀୟ ଟେଷ୍ଟର ପ୍ରଥମ ଇନିଂସରେ ଭାରତ ୨୦୨ ରନରେ ଅଲଆଉଟ୍ ହୋଇଛି। ଏହା ପରେ ପ୍ରଥମ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା ଘରୋଇ ଦକ୍ଷିଣ ଆଫ୍ରିକା…