fbpx
BSKY SKY
BSKY SKY

ଦେଶର ପ୍ରଥମ ସିଡିଏସ୍ ହେଲେ ବିପିନ ରାୱତ

ନୂଆଦିଲ୍ଲୀ,୩୦ ।୧୨: ସେନା ଅଧ୍ୟକ୍ଷ ଜେନେରାଲ ବିପିନ ରାୱତ ହେଲେ ଦେଶର ପ୍ରଥମ ଚିଫ୍ ଡିଫେନ୍ସ ଷ୍ଟାଫ୍ । ପ୍ରଥମ ସିଡିଏସ୍ ଭାବେ ବିପିନଙ୍କୁ କ୍ୟାବିନେଟ୍ କମିଟି ନିଯୁକ୍ତ କରିଛି । ଏହା ସହ ସିଡିଏସର କାର୍ଯ୍ୟକାଳ ଆଉ ୩…

ଲାଞ୍ଚ ନେଇ ଗିରଫ ହେଲେ ଆଇଏଏସ ଅଧିକାରୀ

ଭୁବନେଶ୍ୱର, ୩୦ା୧୨(ଓଡ଼ିଶା ଭାସ୍କର): ଭିଜିଲାନ୍ସ ଜାଲରେ ଜଣେ ଆଇଏଏସ ଅଧିକାରୀ ଫସିଥିବା ସୂଚନା ମିଳିଛି । ସେ ହେଉଛନ୍ତି ଉଦ୍ୟାନ କୃଷି ବିଭାଗର ନିର୍ଦ୍ଦେଶକ ବିଜୟ କେତନ ଉପାଧ୍ୟାୟ । ସେ ୧ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା…

ମହାରାଷ୍ଟ୍ରରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ, ଅଜିତ୍ ହେଲେ ଉପମୁଖ୍ୟମନ୍ତ୍ରୀ

ମୁମ୍ବାଇ,୩୦ ।୧୨: ମହାରାଷ୍ଟ୍ରରେ ଏନସିପି-କଂଗ୍ରେସ ଓ ଶିବସେନା ମେଣ୍ଟ ସରକାରର ମନ୍ତ୍ରୀ ପରିଷଦ ସମ୍ପ୍ରସାରଣ ହୋଇଛି । ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଭାବେ ଆଜି ଏନସିପିର ଅଜିତ ପାୱାର ଶପଥ ଗ୍ରହଣ କରିଛନ୍ତି । ଫଡନବିସ…

ନୂଆବର୍ଷ ନେଇ ପୁରୀରେ ସ୍ୱତନ୍ତ୍ର ବ୍ୟବସ୍ଥା

ପୁରୀ, ୩୦ା୧୨(ଓଡ଼ିଶା ଭାସ୍କର): ନୂଆବର୍ଷରେ ପୁରୀରେ ସୁରକ୍ଷା ନେଇ ପୁରୀ ଏସପି ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେ କହିଛନ୍ତି ପୁରୀ ସହରକୁ ୨୭୬ ଅଧିକାରୀ ଓ ୬୫ପ୍ଲାଟୁନ ଫୋର୍ସ ଜଗିବେ । ଏହାସହ ୧୨୬୫ପୋଲିସ…

ବନ୍ଦ ହେବନି ବିମାନ ଚଳାଚଳ

ଭୁବନେଶ୍ୱର,୩୦ ।୧୨(ଓଡିଶା ଭାସ୍କର): ରନୱେ ରିକାର୍ପେଟିଙ୍ଗ ପାଇଁ ବନ୍ଦ ହେବନି ବିମାନ ଚଳାଚଳ । ଫେବୃଆରୀ ପ୍ରଥମ ସପ୍ତାହରୁ ଭୁବନେଶ୍ୱର ବିମାନବନ୍ଦରର ରିକାର୍ପେଟିଙ୍ଗ କାମ ଆରମ୍ଭ ହେବ । ୮ରୁ ୧୦ ମାସ ଧରି ଏହି କାମ…

ଶଙ୍କରପୁରରେ ହାତୀ ଉପଦ୍ରବ, ଖଳାରେ ପଶି ନଷ୍ଟ କଲେ ଧାନ

ଚୌଦ୍ୱାର,୩୦ ।୧୨(ଓଡିଶା ଭାସ୍କର): ଦୀର୍ଘଦିନ ଧରି କଟକ ଚୌଦ୍ୱାର ସ୍ଥିତ ଶଙ୍କରପୁରରେ ହାତୀ ଉପଦ୍ରବ ଲାଗିରହିଛି । ଏବେ ହାତୀଙ୍କ ଟାଗେର୍ଟରେ ରହିଛି ଧାନ ଖଳା । ଚାଷୀମାନେ ଧାନ ଅମଳ କରି ଖଳାରେ ରଖିଥିବା ବେଳେ ରାତିରେ…