fbpx
BSKY SKY
BSKY SKY

ଝାଡଖଣ୍ଡରେ ନୂଆ ଅଧ୍ୟାୟ: ଶପଥ ନେଲେ ହେମନ୍ତ

ରାଞ୍ଚି,୨୯ ।୧୧: ଝାଡଖଣ୍ଡର ୧୧ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ହେମନ୍ତ ସୋରେନ୍ । ହେମନ୍ତଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଲେ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ । ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ…

ନନ୍ଦନକାନନକୁ ଆସିବ ଶ୍ରୀଲଙ୍କା ସିଂହ !

ବାରଙ୍ଗ,୨୯ ।୧୨(ଓଡିଶା ଭାସ୍କର): ନନ୍ଦନକାନନର ୬୦ତମ ପ୍ରତିଷ୍ଠା ଦିବସ ଅବସରରେ ପର୍ଯ୍ୟଟକଙ୍କୁ ଦିଆଯାଇଛି ନୂଆ ଭେଟି । ଉଦଘାଟିତ ହୋଇଯାଇଛି ଗୁଣ୍ଡୁଚି, ମାଙ୍କଡ ଓ ଧୂସର ଗଧିଆ ଘର । ଏହା ସହ ବାଘୁଣୀ ରେଣୁକାର ୨ଟି…

ବାର୍ଦ୍ଧକ୍ୟ ଭତ୍ତା ହଡପ: ୩ ବ୍ୟାଙ୍କ କର୍ମଚାରୀ ଗିରଫ

ସମ୍ବଲପୁର,୨୯ ।୧୨(ଓଡିଶା ଭାସ୍କର): ସମ୍ବଲପୁରରେ ୧୨.୪୭ ଲକ୍ଷ ଟଙ୍କାର ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ହଡପ ହୋଇଛି । ଏଡି ଘଟଣାରେ ICICI ବ୍ୟାଙ୍କର ୨ କର୍ମଚାରୀ ସମେତ ଜଣେ ପୂର୍ବତନ କର୍ମଚାରୀଙ୍କୁ ଗିରଫ କରିଛି ପୋଲିସ ।…

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଲେ ଗୋବିନ୍ଦା

ନୂଆଦିଲ୍ଲୀ,୨୯ ।୧୨: ବଲିଉଡର ଲୋକପ୍ରିୟ ଅଭିନେତା ଗୋବିନ୍ଦା ଆଜି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଛନ୍ତି । କଳା କୋଟ ଓ ମଥାରେ ଟୀକା ଲଗାଇ ଯୋଗୀଙ୍କୁ ଦେଖା କରିବା ବ୍ୟତୀତ ପ୍ରସିଦ୍ଧ ଗୋରଖନାଥ…

ବାଲେଶ୍ୱରରେ ଭୁଶୁଡି ପଡିଲା ଓଭରବ୍ରିଜ୍, ଟ୍ରେନ ଚଳାଚଳ ଠପ୍

ବାଲେଶ୍ୱର,୨୯ ।୧୨(ଓଡିଶା ଭାସ୍କର): ବାଲେଶ୍ୱର ଶୋଭରାମପୁରରେ ଏକ ନିର୍ମାଣଧୀନ ରେଳ ଓଭରବ୍ରିଜ୍ ଭୁଶୁଡି ପଡିଛି । ଜିଲ୍ଲାର ଶୋଭରାମପୁର ରେଲୱେ କ୍ରସିଂ ଉପରେ ଏହି ବ୍ରିଜ ଭୁଶୁଡି ପଡିଛି । ବ୍ରିଜ ଭୁଶୁଡି ପଡିବାରୁ…

ସାମ୍ବାଦିକାଙ୍କୁ ଆକ୍ରମଣ, ୨ ସୁରକ୍ଷା କର୍ମୀ ଗିରଫ

ଭୁବନେଶ୍ୱର,୨୯ ।୧୨(ଓଡିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ଥିବା ଏସପ୍ଲାନେଡରେ ଜଣେ ମହିଳା ସାମ୍ବାଦିକାଙ୍କୁ ଆକ୍ରମଣ ଘଟଣାରେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ସହିଦ ନଗର ପୋଲିସ । ପଙ୍କଜ ସାହୁ ଓ ମହନ୍ତ ବିଶ୍ୱାଳ…