ରାଶିଫଳ(ରବିବାର,୦୨ ଜାନୁଆରୀ,୨୦୨୨)

ମେଷ - ଆଜି କର୍ଯ୍ୟ ସାମାନ୍ୟ ବିଳମ୍ବିତ ସମୟରେ ସମ୍ପନ୍ନ ହେବ। ପ୍ରତ୍ୟେକ ଦୃଷ୍ଟିକୋଣରୁ ଦିନଟି ବହୁତ ଭଲ ଏବଂ ଆଶାଜନକ ସୁଫଳ ନିଶ୍ଚିତ ପାଇବେ। ଶିଳ୍ପ, ବ୍ୟବସାୟ, ନିର୍ମାଣ ଓ ପରିବହନ କ୍ଷେତ୍ରରେ ତରବରିଆ…

ଆସନ୍ତା ୨ ଦିନ ପ୍ରବଳ ଜାଡ଼ , ଥଣ୍ଡାରେ ଥରିବ ଓଡ଼ିଶା: ୩ରୁ ୪ ଡିଗ୍ରୀ ଖସିବ ରାତିର ତାପମାତ୍ରା

ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍): ରାଜ୍ୟରେ ପୁଣି ବଦଳିଲା ପାଗ। ଫେରିଲା ହାଡ଼ ଭଙ୍ଗା ଜାଡ଼ ।  ଆସନ୍ତା ୨ ଦିନ ଶୀତ ଲହରି ବହିବ। ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ପ୍ରବଳ ଥଣ୍ଡା ପଡ଼ିବା ସହ ହାଡ଼ ଭଙ୍ଗା ଶୀତ ଲହର ବହିବ।…

ସେକ୍ସ ପାଇଁ ଇଚ୍ଛା ନଥିଲେ ମହିଳା କରନ୍ତି ଏମିତି ବାହାନା: ଜାଣନ୍ତୁ କଣ କହୁଛି ରିସର୍ଚ୍ଚ

ନୂଆଦିଲ୍ଲୀ: ପୁରୁଷମାନଙ୍କ ଟେଷ୍ଟୋଷ୍ଟେରନ୍ ହର୍ମୋନ୍ ମହିଳାଙ୍କ ତୁଳନାରେ ୨୦ ପ୍ରତିଶତ ଅଧିକ । ଏହି କାରଣରୁ ମହିଳାଙ୍କ ତୁଳନାରେ ପୁରୁଷମାନେ ନିଜକୁ ଅଧିକ ରୋମାଣ୍ଟିକ୍‌ଭାବେ ପ୍ରଦର୍ଶିତ କରିଥାନ୍ତି । ଗତ କିଛିଦିନ…

ଅଭିନେତ୍ରୀ ମୃଣାଲ ଠାକୁରଙ୍କୁ କରୋନା: ନିକଟରେ କରିଥିଲେ ଜର୍ସିର ପ୍ରମୋଶନ

ମୁମ୍ବାଇ: ଦିନକୁ ଦିନ ଦେଶରେ କରୋନା ସଂକ୍ରମଣ ପୁଣି ବଢିବାରେ ଲାଗିଛି । ଏହାରି ଭିତରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନର ଦ୍ରୁତ ସଂକ୍ରମଣ ଯୋଗୁ ସମସ୍ତଙ୍କ ମନରେ ଛନକା ପଶିଛି । ଏହାରି ଭିତରେ ଗୋଟିଏ ପରେ ଗୋଟିଏ…

ପ୍ରେମିକା ପାଇଁ ବାହୁବଳୀ ପ୍ରଭାସ ପାଲଟିଗଲା ପ୍ରେମିକ: ଦେଖନ୍ତୁ ମଜାଦାର ଭିଡିଓ

ନୂଆଦିଲ୍ଳୀ:ପ୍ରତିଦିନ ଯେତେବେଳ ଆମେ ସୋସିଆଲ ମିଡିଆ ଓପନ କରୁ ସେତେବେଳେ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ ଯାହା ଆମେ ଦେଖିବାକୁ ପାଇଥାଉ । ଆଉ ଏଭିଡିଓ ଏପରି ହୋଇଥାଏ ଯେ ଏହା ଆମ ମନକୁ ଚୁଇଁଯାଏ । ଆଉ କିଛି…

ଟିକା ନନେଲେ ଘରୁ ବାହାରିବା ଉପରେ ଲାଗିବ କଟକଣା: ସରକାର ଆଣିଲେ ନୂଆ ନିୟମ

ନୂଆଦିଲ୍ଲୀ: ରାସ୍ଥାନରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଥିବା କାରଣରୁ ରାଜ୍ୟ ସରକାର ଆକ୍ସନ ମୋଡରେ ଚାଲିଆସିଛନ୍ତି । ଉଭୟ ଡୋଜ ଟିକା ନେଇ ନଥିବା ବ୍ୟକ୍ତି ଘରୁ ବାହାରିବା ଉପରେ ପ୍ରତିବନ୍ଧକ…

ଶିଶୁଙ୍କ ଟିକାକରଣ: ଆରମ୍ଭ ହେଲା ପଞ୍ଜୀକରଣ, ଜାଣନ୍ତୁ କଣ ରହିଛି ପ୍ରକ୍ରିୟା

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଉପରମୁହାଁ ହେଲାଣି, ଏହାରି ଭିତରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଦ୍ରୁତ ଗତିରେ ସଂକ୍ରମଣ କରୁଥିବାରୁ ଲୋକଙ୍କ ମଧ୍ୟରେ ଛନକା ପଶିଛି । ଏହାର ମୁକାବିଲା ପାଇଁ…

ଜଗା ଦର୍ଶନରୁ ବର୍ଷ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ: କାଳିଆରେ କିଛି ମାଗୁନାହିଁ ତତେ, ଦେଖନ୍ତୁ Video

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ୨୦୨୧ ଶେଷ ହୋଇଛି ଆଉ ଆମେ ପ୍ରବେଶ କରିଛେ ୨୦୨୨ରେ । ନବବର୍ଷର ଆରମ୍ଭରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଗା ଦର୍ଶନ କରିଛନ୍ତି । ତେବେ ଶ୍ରୀକ୍ଷେତ୍ରରେ ନୁହେଁ ବରଂ ନିଜ ଘରେ…

ରାଜଧାନୀରେ ଗୃହବନ୍ଦୀ ୭୬ ବର୍ଷର ମହିଳା: ଜମିବାଡି ବିବାଦରୁ ୫ ଦିନ ହେଲାଣି କବାଟରେ ତାଲା[VIDEO]

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଘର ଭିତରେ ବନ୍ଦୀ ରହିଛି ୭୬ ବର୍ଷର ବୃଦ୍ଧା । ୭ ଦିନ ହେବ ନିଜ ଘରେ ବନ୍ଦୀ ଜୀବନ କଟାଉଛନ୍ତି ମା ଓ ପୁଅ । ଭୁବନେଶ୍ୱରର ସିଆରପି ଛକ ସ୍ଥିତ ପ୍ରିୟଦର୍ଶନ ମାର୍କେଟରେ ଥିବା ଏକ ୩ ମହଲାରେ…

ପେନସନ୍ ଭୋଗୀଙ୍କ ପାଇଁ ଖୁସି ଖବର: ଆଉଥରେ ବଢ଼ିଲା Life Certificate ଜମା କରିବାର ଡେଡଲାଇନ୍, ଜାଣନ୍ତୁ ଶେଷ ତାରିଖ

ନୂଆଦିଲ୍ଳୀ: ପେନସନଭୋଗୀମାନଙ୍କ ପାଇଁ ଆଶ୍ୱସ୍ତିକର ଖବର ରହିଛି । ସରକାର ପେନସନଭୋଗୀଙ୍କ ଲାଇଫ୍ ସାର୍ଟିଫିକେଟ୍ ଜମା କରିବାର ଅବଧିକୁ ବଢ଼ାଇ ଦେଇଛନ୍ତି । ଉଭୟ ଅନଲାଇନ୍ ଓ ଅଫଲାଇନ୍ ରେ ଏହି ସମୟସୀମାକୁ ବଢ଼ାଇ ଦିଆଯାଇଛି…