fbpx
BSKY SKY
BSKY SKY

ଜିଏସଟି ଦାଖଲ ନକଲେ ବ୍ୟାଙ୍କ ଆକାଉଣ୍ଟ ସହ ଜବତ ହେବ ସମ୍ପତ୍ତି

ଭୁବନେଶ୍ୱର, ୨୭ା୧୨(ଓଡ଼ିଶା ଭାସ୍କର): ଜିଏସଟି ଦାଖଲ ନକଲେ ବ୍ୟାଙ୍କ ଆକାଉଣ୍ଟ ସହ ସମ୍ପତ୍ତି ଜବତ ହେବ ବୋଲି ସୂଚନା ମିଳିଛି । ଏହାସହ ଧାର୍ଯ୍ୟ କରାଯାଇଥିବା ସମୟ ଭିତରେ ରିଟର୍ଣ୍ଣ ଫାଇଲ ନକଲେ ଖିଲାପି ଘୋଷିତ ହେବେ ।…

ଅସ୍ତ୍ରବିରତି ଉଲ୍ଲଂଘନ ପଡିଲା ମହଙ୍ଗା, ୪ ପାକିସ୍ତାନୀ ସୈନ୍ୟ ନିହତ

ରାଜୌରୀ,୨୭ ।୧୨: ଜମ୍ମୁ-କାଶ୍ମୀରର ପୁଞ୍ଚ ଓ ରଜୌରୀ ସେକ୍ଟରରେ ଗୁଳିମାଡ । ପାକିସ୍ତାନ ପଟୁ ଅସ୍ତ୍ରବିରତି ଉଲ୍ଲଂଘନର କଡା ଜବାବ୍ ଦେଲେ ଭାରତୀୟ ସେନା । ଭାରତୀୟ ସେନାଙ୍କ ଗୁଳିମାଡରେ ୪ ପାକିସ୍ତାନୀ ସୈନ୍ୟ ନିହତ…

ପୁଣି ମାମୁଁ ହେଲେ ସଲମାନ ଖାନ୍

ମୁମ୍ବାଇ,୨୭ ।୧୨: ବଲିଉଡର ଦବଙ୍ଗ ହିରେୀ ସଲମାନ ଖାନ୍ ନିଜର ୫୪ତମ ଜନ୍ମଦିନ ପାଳନ କରୁଛନ୍ତି । ଭାଇଜାନଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଥିବା ବେଳେ ଖାନଙ୍କ ପରିବାରରେ ଆଜି ଡବଲ ସେଲିବ୍ରେସନ କରାଯାଉଛି । ସଲମାନଙ୍କ ଭଉଣୀ…

ଏତଲା ପରେ ପ୍ରତିକ୍ରିୟା ରଖିଲେ ପ୍ରଦୀପ ମାଝୀ

ନବରଙ୍ଗପୁର, ୨୭ା୧୨(ଓଡ଼ିଶା ଭାସ୍କର): କଂଗ୍ରେସ ନେତା ପ୍ରଦୀପ ମାଝୀଙ୍କ ନାମରେ ଏତଲା ରୁଜୁ ହୋଇଥିଲା । ଏତଲା ରୁଜୁ ହେବା ପରେ ପ୍ରଦୀପ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଆମେ କାହାର କ୍ଷତି ପହଞ୍ଚାଇ ନାହୁଁ ।…

IAS ସ୍ତରରେ ବଡ ଧରଣର ଅଦଳବଦଳ

ଭୁବନେଶ୍ୱର,୨୭ ।୧୨(ଓଡିଶା ଭାସ୍କର): IAS ସ୍ତରରେ ବଡ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ନିରଞ୍ଜନ ସାହୁଙ୍କୁ ଉତ୍ତରାଞ୍ଚଳର ରାଜସ୍ୱ କମିସନର ଭାବେ ବଦଳି କରାଯାଇଛି । ସୁଶାନ୍ତ ମହାପାତ୍ରଙ୍କୁ ଇଷ୍ଟେଟସ୍…

କଂଗ୍ରେସ ପାଳିବ ୧୩୪ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର,୨୭ ।୧୨(ଓଡିଶା ଭାସ୍କର): ଆସନ୍ତାକାଲି ୧୩୪ତମ ପ୍ରତିଷ୍ଠା ଦିବସ ପାଳିବ କଂଗ୍ରେସ । ଏନେଇ ଭୁବନେଶ୍ୱରରୁ ବାହାରିବ ଭାରତ ବଞ୍ଚାଅ ଓ ସମ୍ବିଧାନ ବଞ୍ଚାଅ ରାଲି । ଏହି ରାଲି କଂଗ୍ରେସ ଭବନରୁ ଆରମ୍ଭ ହୋଇ…

ପ୍ରଦୀପ ମାଝୀଙ୍କ ନାଁରେ ଏତଲା

ନବରଙ୍ଗପୁର,୨୭ ।୧୨(ଓଡିଶା ଭାସ୍କର): କଂଗ୍ରେସ ନେତା ବା ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କ ନାଁରେ ଏତଲା ରୁଜୁ ହୋଇଛି । ନିଜଆଡୁ ନବରଙ୍ଗପୁର ଟାଉନ୍ ଥାନା ପୋଲିସ ଏତଲା ରୁଜୁ କରିଛି । ହିଂସାକୁ…

ଅଶ୍ଲୀଳ ଚାଟ୍ ଘେରରେ ପାକିସ୍ତାନର ରେଳମନ୍ତ୍ରୀ ! ଭାଇରାଲ ହେଲା ଷ୍ଟାର ସହ ଭିଡିଓ କଲ୍

ଅଶ୍ଲୀଳ ଚାଟ୍ ଜାଲରେ ଫସିଲେ ପାକିସ୍ତାନର ରେଳ ମନ୍ତ୍ରୀ ଶେଖ ରସିଦ । ପାକିସ୍ତାନର ସୋସିଆଲ ମିଡିଆ ଷ୍ଟାର ହରୀମ ଶାହ ରେଳ ମନ୍ତ୍ରୀଙ୍କ ସହ ଭିଡିଓ କଲର ଏକ ଫୁଟେଜ୍ ସେୟାର କରିଛନ୍ତି । ରେଳମନ୍ତ୍ରୀ ଶେଖ ରସିଦ ଅଶ୍ଳୀଳ…

ଆଜି ଘୋଷଣା ହୋଇପାରେ ଯୁକ୍ତ ଦୁଇ ପରୀକ୍ଷା ତାରିଖ

ଭୁବନେଶ୍ୱର, ୨୭ା୧୨(ଓଡ଼ିଶା ଭାସ୍କର): ମାଟ୍ରିକ ପରୀକ୍ଷା ତାରିଖ ଘୋଷଣା ହେବା ପରେ ଆଜି ଯୁକ୍ତ ଦୁଇ ପରୀକ୍ଷା ଘୋଷଣା ହୋଇପାରେ ବୋଲି ସୂଚନା ମିଳିଛି । ଅପରାହ୍ନ ସାଢ଼େ ୫ଟାରେ ତାରିଖ ଘୋଷଣା କରିପାରନ୍ତି ସିଏଚଏସଇ…

ବଟଲିଂ ପ୍ଲାଣ୍ଟ ଲୋକାର୍ପିତ

ବଲାଙ୍ଗୀର, ୨୭ା୧୨(ଓଡ଼ିଶା ଭାସ୍କର): ବଲାଙ୍ଗିରରେ ବିପିସିଏଲ ଏଲପିଜି ବଟଲିଂ ପ୍ଲାଣ୍ଟ ଲୋକାର୍ପିତ ହୋଇଛି । ଟେଲି କନଫରେନ୍ସିଂ ଜରିଆରେ ଲୋକାର୍ପଣ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ । ସେହି ଉତ୍ସବରେ…