CHARIDHAM

ଜାନୁଆରୀରୁ ଦିଆଯିବ ପିଲାଙ୍କୁ ଟିକା: ଘୋଷଣା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦେଶକୁ ସମ୍ବୋଧନ କରିବା ଅବସରରେ ବଡ଼ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦେଶକୁ ସମ୍ବୋଧନ କରିବା ସହ ସତର୍କ ରହିବା ଏବଂ ନିୟମ ମାନିବାକୁ ନିବେଦନ କରିଛନ୍ତି ପ୍ରଧାନମନ୍ତ୍ରୀ ।…

ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ: କହିଲେ ଆତଙ୍କିତ ହୁଅନ୍ତୁ ନାହିଁ, ସାବଧାନ ରୁହନ୍ତୁ

ନୂଆଦିଲ୍ଳୀ: ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ମୋଦିଙ୍କ ସମ୍ବୋଧନ । ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ବର୍ତ୍ତମାନ ବିଶ୍ୱର ଅନେକ ଦେଶରେ ଓମିକ୍ରନ୍ ବଢ଼ିଛି । ଭାରତରେ ମଧ୍ୟ ଓମିକ୍ରନ ଆକ୍ରାନ୍ତ…

ପୁଣି ସରକାର ଆଣିପାରନ୍ତି ବିବାଦୀୟ କୃଷି ଆଇନ!: କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କ ଇସାରା

ନୂଆଦିଲ୍ଲୀ: କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଶୁକ୍ରବାର କହିଛନ୍ତି କୃଷି କ୍ଷେତ୍ରରେ ଦେଶରେ ସବୁଠୁ କମ୍ ନିବେଶ ମିଳିଛି । ନାଗପୁରରେ ଏକ ସମାରୋହରେ ଯୋଗଦେବା ଅବସରରେ ସେ କହିଛନ୍ତି କୃଷି ସୁଧାର ଆଇନକୁ…

ଖୁସି ଖବର; ଶିଶୁଙ୍କ ପାଇଁ ଆସିଲା କୋଭାକ୍ସିନ, ଜରୁରୀ ବ୍ୟବହାରକୁ DCGIର ମଞ୍ଜୁରୀ

ଦେଶରେ ଓମିକ୍ରନ ଯୋଗୁଁ କରୋନାର ତୃତୀୟ ଲହର ଆସିବାର ସମ୍ଭାବନାମଧ୍ୟରେ ଆସିଛି ଏକ ଖୁସି ଖବର । ଦେଶରେ ଏବେ ଶିଶୁଙ୍କ ପାଇଁ କରୋନା ଟିକାକୁ ମିଳିଛି ଅନୁମତି । ୧୨ରୁ ୧୮ ବର୍ଷର ପିଲାଙ୍କ ପାଇଁ କରୋନା ଟିକାକୁ ଅନୁମତି ।…

ଭାରତୀୟଙ୍କୁ ନାହିଁ କରୋନା ଟେନସନ୍; ସର୍ଭେରେ ହେଲା ଖୁଲାସା

ଓମିକ୍ରନ ଭାରିଆଣ୍ଟରେ ବୃଦ୍ଧି ଯୋଗୁଁ କରୋନା ମହାମାରୀ ପୁଣି ଥରେ ବିଶ୍ୱ ସ୍ତରରେ ଚିନ୍ତାର କାରଣ ପାଲଟିଛି । ମାର୍କେଟ ରିସର୍ଚ୍ଚ କମ୍ପାନୀ Ipsos ଏହାର ମାସିକ ସର୍ଭେରେ କହିଛି ଯେ କୋଭିଡ-୧୯ ପୁଣି ଥରେ ବିଶ୍ୱ ସ୍ତରରେ…

୧୯ ବର୍ଷରୁ କମ ଏସିଆ କପ୍: ଶେଷ ବଲରେ ଭାରତକୁ ହରାଇଲା ପାକିସ୍ତାନ

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ୧୯ ବର୍ଷରୁ କମ ଏସିଆ କପ ମୁକାବିଲାକୁ ଜିତି ନେଇଛି ପାକିସ୍ତାନ । ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୪୯ ଓଭରରେ ୨୩୭ ରନରେ ଅଲଆଉଟ ହୋଇଥିଲା । ଜବାବରେ ପାକିସ୍ତାନ…

ପରୀକ୍ଷା ପ୍ରଶ୍ନରେ କରିନା କପୁରଙ୍କ ପିଲାଙ୍କ ନାମ: ଅଭିଯୋଗ କଲେ ଅଭିଭାବକ

ପରୀକ୍ଷା ପ୍ରଶ୍ନପତ୍ରରେ ସେଲିବ୍ରିଟିଙ୍କ ପିଲାଙ୍କ ନାମ । ରାଗିଲେ ଅଭିଭାବକ, କଲେ ଅଭିଯୋଗ । ମଧ୍ୟପ୍ରଦେଶର ଏକ ପ୍ରାଇଭେଟ ସ୍କୁଲରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ଯେଉଁଠାରେ ସ୍କୁଲରେ ଷଷ୍ଠ ଶ୍ରେଣୀର ପିଲାଙ୍କୁ…

ସମ୍ବଲପୁରୀ ଗୀତରେ ବୁଢୀ ମାଉସୀଙ୍କ ଜମାଣିଆ ନାଚ: ଦେଖନ୍ତୁ Viral Video

ଭୁବନେଶ୍ୱର (ଓଡ଼ିଶା ଭାସ୍କର): କୁହାଯାଏ ବୟସ କେବଳ ଏକ ସଂଖ୍ୟା । ଏମିତି ଏକ ଉକ୍ତିକୁ ସତ୍ୟ ପ୍ରମାଣିତ କରିଛନ୍ତି ଜଣେ ବୁଢୀ ମାଉସୀ । ବୁଢୀ ମାଉସୀ ଜଣଙ୍କ ଏକ ସମ୍ବଲପୁରୀ ଗୀତରେ ବେଶ ଜମାଣିଆ ଡ୍ୟାନ୍ସ କରିଛନ୍ତି ।…

(ଭିଡିଓ) ତପସ୍ୱିନୀ-ଡାକ୍ତର ସୁମିତ ବିବାଦ: ଥାର୍ଡ ପର୍ସନ ପ୍ରସଙ୍ଗରେ ମୁହଁ ଖୋଲିଲେ ପ୍ରମିଳା ତ୍ରିପାଠୀ

ଗଞ୍ଜାମ: ବହୁ ଚର୍ଚ୍ଚିତ ତନସ୍ୱିନୀ-ଡାକ୍ତର ସୁମିତ ପାରିବାରିକ କଳହ ମାମାଲାରେ ଥମିବାର ନାଁ ନେଉନାହିଁ । ଦିନକୁ ଦିନ ଘଟଣାରେ ନୂଆ ମୋଡ଼ ନେବାକୁ ଲାଗୁଛି । ଡାକ୍ତର ସୁମିତ୍ ଏପର୍ଯ୍ୟନ୍ତ ସାମ୍ନାକୁ ନ ଆସି ଅଭିଯୋଗ…

ସୁପର ସ୍ପ୍ରେଡର ହେଉଛି ଓମିକ୍ରନ, ଜାଣନ୍ତୁ ଜଣେ ରୋଗୀଠାରୁ କେତେଜଣଙ୍କୁ କରିବ ସଂକ୍ରମଣ ?

ନୂଆଦିଲ୍ଲୀ: ଦେଶଷର କରୋନାର ନୂଆ ଭାରିଆଣ୍ଟ ଓମିକ୍ରନର ମାମଲା ବଢ଼ିବାରେ ଲାଗିଛି । ଭାରାତରେ ୪୦୦ରୁ ଅଧିକ ଓମିକ୍ରନ ମାମଲା ସାମ୍ନାକୁ ଆସିଛି । କିନ୍ତୁ କରୋନାର ତୃତୀୟ ଲହର କେତେ ମାରାତ୍ମକ ହେବ ଓ ସମସ୍ତଙ୍କ ଜିନୋମ…