CHARIDHAM

ରାଜନୀତିରେ ଯୋଗ ଦେବେ ହରଭଜନ ସିଂ: ସିଦ୍ଧୁଙ୍କୁ ଭେଟିବା ପରେ ସୃଷ୍ଟି ହେଲା ସମ୍ଭାବନା

ନୂଆଦିଲ୍ଳୀ: ନିକଟରେ କ୍ରିକେଟରୁ ଅବସର ନେଇଥିବା ଷ୍ଟାର ସ୍ପିନର ହରଭଜନ ସିଂ ରାଜନୀତିରେ ଯୋଗ ଦେଇ ପାରନ୍ତି । ପଞ୍ଜାବ କଂଗ୍ରେସ ମୁଖ୍ୟ ନଭଜୋତ ସିଂ ସିଦ୍ଧୁଙ୍କ ସହିତ ଏହି ଷ୍ଟାର ଖେଳାଳିଙ୍କ ବୈଠକ ପରେ ଏହି ସମ୍ଭାବନା…

ଜାନୁଅ।ରୀରେ ଭାରତ ଗସ୍ତରେ ଆସିବେ ନେପାଳ ପିଏମ୍ ଦେଉବା, ମୋଦୀଙ୍କ ସହ ହେବ ଆଲୋଚନା

ନୂଆଦିଲ୍ଲୀ: ନେପାଳର ପ୍ରଧାନମନ୍ତ୍ରୀ ଶେର ବାହାଦୁର ଦେଉବା ୧୦ ଜାନୁଆରୀରେ ଭାରତ ଗସ୍ତରେ ଆସୁଛନ୍ତି । ଏନେଇ ନେପାଳ ଗଣମାଧ୍ୟମରେ ପ୍ରକାଶ ପାଇଛି ରିପୋର୍ଟ । ଏହା ପୂର୍ବରୁ ଅକ୍ଟୋବର ୨୦୨୦ରେ ସିଓପି୨୬ ରେ ଭାଗ ନେବା…

ଅଟା ଓ ଚେରୀରେ ତିଆରି କୁନି ସାଣ୍ଟା: ଉଚ୍ଚତା ମାତ୍ର ଅଢେଇ ସେଣ୍ଟିମିଟର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କ୍ରୀଷ୍ଟମାସ ପାଇଁ ସବୁକିଛି ଉତ୍ସବ ମୁଖର । କରୋନାର ପ୍ରଭାବ ପାଇଁ ଉତ୍ସବରେ ସାମାନ୍ୟ ଫିକା ପଡିଛି । ଏହା ମଧ୍ୟରେ ବିଭିନ୍ନ ସ୍ଥାନରେ କ୍ରିଷ୍ଟମାସ ଟ୍ର ସହିତ ଆଲୋକ ସଜ୍ଜା ଆକର୍ଷଣର…

ବଡ଼ ଖବର: ପଞ୍ଚାୟତ ନିର୍ବାଚନରେ ୪୦% ଓବିସି ପ୍ରାର୍ଥୀ ଦେବ BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବା ବେଳେ ରାଜନୀତି ସରଗରମ ହୋଇଛି । ପଞ୍ଚାୟତ ନିର୍ବାଚନରେ ଓବିସି ପ୍ରାର୍ଥୀଙ୍କୁ ଅଧିକ ଫୋକସ୍ କରୁଛି ବିଜେଡି । ଚଳିତ ନିର୍ବାଚନରେ ଓବିସି ପ୍ରାର୍ଥୀଙ୍କୁ…

ବଡ଼ ଖବର! ଏହି ଚାଷୀଙ୍କୁ ମିଳିବନି ୧୦ମ କିସ୍ତିର ୨୦୦୦ ଟଙ୍କା, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ପିଏମ କିଷାନ ସମ୍ମାନ ନିଧି ଯୋଜନା ଅଧିନରେ ଚାଷୀଙ୍କ ଆକାଉଣ୍ଟକୁ ୧୦ମ କିସ୍ତି ୧ ଜାନୁଆରୀରେ ଆସିଯିବ । ବର୍ତ୍ତମାନ ସୁଦ୍ଧା ଏହି ଯୋଜନା ଅଧିନରେ ଚାଷୀଙ୍କ ଆକାଉଣ୍ଟକୁ ୯ମ କିସ୍ତି ପଠାସରିଛି । ଚାଷୀଙ୍କ…

ପରୀକ୍ଷା ଫଳ ଦେଖି ୬ ଛାତ୍ରଙ୍କ ଆତ୍ମହତ୍ୟା, ସମସ୍ତଙ୍କୁ ପାସ୍ କରିବା ପାଇଁ ଦାବି

ପରୀକ୍ଷାରେ ଫେଲ ହୋଇଥିବା ୬ ଛାତ୍ରଙ୍କ ଆତ୍ମହତ୍ୟା ପରେ ଚେତିଲେ ସରକାର । ଏବେ ସବୁ ପିଲା ହେବେ ପାସ୍ । ଏମିତି ଏକ ନିଷ୍ପତ୍ତି ନେଇଛନ୍ତି ତେଲେଙ୍ଗାନା ସରକାର । ସୂଚନାଯୋଗ୍ୟ, କରୋନା ମହାମାରୀ କାରଣରୁ ଏକାଦଶ…

ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ ସମୟରେ ଲଢିଲେ ଦଳୀୟ କର୍ମୀ: ଅଧାରୁ ମଞ୍ଚ ଛାଡିଲେ ବିଧାୟକ ଅମର ଶତପଥୀ, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଧାୟକଙ୍କ ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟାକୁ ନେଇ ଦେଖା ଦେଇଛି ଉତ୍ତେଜନା । ବଡଚଣା ବିଧାୟକ ଅମର ଶତପଥୀ ବିଜୁ ସ୍ୱାସ୍ଥ୍ୟ କାର୍ଡ ବାଣ୍ଟିବାକୁ ଆସିଥିବା ବେଳେ କର୍ମୀଙ୍କ ମଧ୍ୟରେ…

ରିଲିଜ୍ ହେଲା ‘ରାଧେ ଶ୍ୟାମ’ର ଟ୍ରେଲର: ଇମ୍ପ୍ରେସ କରିବାକୁ ପୂଜା ଦେଇଛନ୍ତିି ୯୭ କିସ୍!

ମୁମ୍ବାଇ: ସାଉଥ୍ ସୁପରଷ୍ଟାର ପ୍ରଭାସଙ୍କ ଅଗାମୀ ଫିଲ୍ମ ‘ରାଧେ ଶ୍ୟାମ’ ର ଟ୍ରେଲର ଗୁରୁବାର ରିଲିଜ୍ ହୋଇଯାଇଛି । ଫିଲ୍ମରେ ପ୍ରଭାସଙ୍କ ସହ ପୂଜା ହେଗଡେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ଫିଲ୍ମ ରାଧେ ଶ୍ୟାମ ଆସନ୍ତା…

(ଭିଡ଼ିଓ)ଦେହ ଖରାପକୁ ନେଇ ଡ୍ରାମା କରୁଛନ୍ତି କି ସୁମିତଙ୍କ ପରିବାର ଲୋକେ? ଦେଖନ୍ତୁ କ’ଣ କହିଲେ ତପସ୍ୱିନୀ

ବ୍ରହ୍ମପୁର(ଓଡ଼ିଶା ଭାସ୍କର): ବ୍ରହ୍ମପୁରର ବହୁଚର୍ଚ୍ଚିତ ଦମ୍ପତ୍ତି ତପସ୍ୱିନୀ ଦାଶ ଓ ସୁମିତ ସାହୁଙ୍କ ପାରିବାରିକ ବିବାଦ ପ୍ରତିଦିନ କିଛି ନା କିଛି ଖବର ସାମ୍ନାକୁ ଆସୁଛି । ଗୋଟିଏ ପଟେ ତପସ୍ୱିନୀ ସ୍ୱାମୀଙ୍କୁ ଫେରାଇ…

ସେନାକୁ ମିଳିଲା ବଡ ସଫଳତା: ଟଳିଲେ ଆଉ ୨ ଆତଙ୍କୀ

ନୂଆଦିଲ୍ଲୀ: ନିହତ ହୋଇଛନ୍ତି ଦୁଇ ଆତଙ୍କବାଦୀ । ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଛନ୍ତି ଦୁଇ ଆତଙ୍କୀ । ଜମ୍ମୁ କାଶ୍ମୀର ଶୋପିଆନରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏନକାଉଣ୍ଟରରେ ହୋଇଥିବା ବେଳେ ଦୁଇ ଜଣ…