୨୦୨୧ର ଟପ୍-୧୦ ଭାଇରାଲ୍ ଭିଡିଓ, ସୋସିଆଲ୍ ମିଡିଆରେ ନିଆଁ ଭଳି ବ୍ୟାପିଯାଇଥିଲା; ଦେଖନ୍ତୁ ଭିଡିଓ
ନୂଆଦିଲ୍ଲୀ: ଯଦି ଆପଣ ମାନେ ସ୍ମାର୍ଟଫୋନ୍ ବ୍ୟବହାର କରୁଛନ୍ତି ତେବେ ଆପଣ ମାନେ ନିଶ୍ଚିତ ଭାବରେ ଭାଇରାଲ୍ ଭିଡିଓ ବିଷୟରେ ଜାଣିଥିବେ । ବିଭିନ୍ନ ସମୟରେ ସୋସିଆଲ୍ ମିଡିଆରେ ଧୁଆଁ ଭଳି କିଛି ଭିଡିଓ ଭାଇରାଲ୍ ହୋଇଥାଏ ।…