ମୟଙ୍କ ଅଗ୍ରୱାଲ ପ୍ଲେୟାର ଅଫ୍ ଦି ମ୍ୟାଚ୍: ୧୪ ୱିକେଟ୍ ନେଇଥିବା ଏଜାଜ୍ ପଟେଲଙ୍କୁ ନେଇ ଉଠିଲା ପ୍ରଶ୍ନ
ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଆଜି ଭାରତ ବଡ଼ ରନ ବ୍ୟବଧାନରେ ବିଜୟ ହାସଲ କରି ଇତିହାସ ରଚିଛି । ତେବେ ଏହି ଖୁସିର ମୁହୂର୍ତ୍ତରେ ଏକ ବିବାଦ ସାମ୍ନାକୁ ଆସିଛି । ମ୍ୟାଚରେ ମୋଟ ୧୪ଟି ୱିକେଟ…