୨୫ ହଜାର ଟଙ୍କା ବମ୍ପର୍ ଡିସକାଉଣ୍ଟରେ କିଣନ୍ତୁ iPhone 12 pro, ଜାଣନ୍ତୁ କଣ ରହିଛି ଡିଲ୍
ନୂଆଦିଲ୍ଲୀ: ଯଦି ଆପଣ ନୂଆ ଆଇଫୋନ୍ ୧୨ ପ୍ରୋ କିଣିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଖରେ ଖୁବ୍ ଭଲ ସୁଯୋଗ ରହିଛି । ଇ-କମର୍ସ ସାଇଟ୍ ଆମାଜନ୍ ରେ ମିଳୁଥିବା ଏହି ଅଫର୍ କୁ ଆଦୌ ହାତଛଡ଼ା କରିବା କଥା ନୁହେଁ । ଏଠାରେ…