ଓକାକ୍ ଠକେଇରେ ମୁଖ୍ୟ ଅଭିଯୁକ୍ତକୁ ଧରିଲା ପୋଲିସ, ଜାଣନ୍ତୁ କିପରି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓକାକ୍ ସିଇଓଙ୍କୁ ସାଇବର ଠକେଇ ମାମଲାରେ ମୁଖ୍ୟ ଅଭିଯୁକ୍ତକୁ ଧରିବାରେ ପୋଲିସକୁ ମିଳିଛି ବଡ଼ ସଫଳତା । ବେଙ୍ଗଲୁରୁରୁ ମୁଖ୍ୟ ଅଭିଯୁକ୍ତକୁ ଧରିଛି ଦିଲ୍ଲୀ ପୋଲିସ । ଅଭିଯୁକ୍ତ ଜଣ…

ଖୁସିଖବର: ୧୮ ଦିନ ପରେ ଚାଷୀଙ୍କ ଖାତାକୁ କ୍ରେଡିଟ୍ ହେବ ୪ହଜାର ଟଙ୍କା, ଚେକ୍ କରନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ପିଏମ୍ କିଷାନ୍ ସମନ ନିଧି ଯୋଜନାର ଲାଭାର୍ଥୀଙ୍କୁ ଆସନ୍ତା ମାସ ୧୫ରୁ ଡିସେମ୍ବର ରୁ ୨୫ ଡିସେମ୍ବର ମଧ୍ୟରେ ୧୦ମ କିସ୍ତି ଟଙ୍କା ମିଳିବ । କେନ୍ଦ୍ର ସରକାର ଗତବର୍ଷ ଡିସେମ୍ବର ୨୫ ତାରିଖରେ ଚାଷୀଙ୍କ ଖାତାକୁ…

୧ ଡିସେମ୍ବରରୁ PNB କରିବାକୁ ଯାଉଛି ବଡ଼ ପରିବର୍ତ୍ତନ; ଗ୍ରାହକଙ୍କ ପକେଟରେ ପଡିବ ସିଧା ପ୍ରଭାବ, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ନୂଆଦିଲ୍ଲୀ: ପଞ୍ଚାବ ନ୍ୟାସନାଲ ବ୍ୟାଙ୍କ ନିଜର ଆକାଉଣ୍ଟଧାରୀଙ୍କ ଝଟକା ଦେବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ବ୍ୟାଙ୍କ ନିଜର ସେଭିଙ୍ଗ ଆକାଉଣ୍ଟର ସୁଧ ହାରରେ ପରିବର୍ତ୍ତନ କରିବାକୁ ଯାଉଛି । ପଞ୍ଜାବ ନ୍ୟାସନାଲ…

ଅମୀର୍ ଖାନଙ୍କ ତୃତୀୟ ବିବାହକୁ ନେଇ ସାମନାକୁ ଆସିଲା ସତ, ଜାଣନ୍ତୁ କଣ କହୁଛି ବିଶ୍ୱସ୍ତ ରିପୋର୍ଟ

ମୁମ୍ବାଇ: ବଲିଉଡ୍ ଅଭିନେତା ଅମୀର୍ ଖାନଙ୍କ ତୃତୀୟ ବିବାହର ଖବର ଏବେ ଧୂଆଁ ଭଳି ବ୍ୟାପିବାରେ ଲାଗିଛି । କିଛି ଦିନ ପୂର୍ବରୁ ହିଁ ଅମୀର୍ ନିଜ ସ୍ତ୍ରୀ କିରଣ ରାଓଙ୍କୁ ଛାଡ଼ପତ୍ର ଦେଇଥିଲେ । ସେ ସମୟରେ ଦୁହେଁ ଏକ ଜଏଣ୍ଟ…

ମୋଟ ୩୨ଟି ଷ୍ଟେସନକୁ ନବୀକରଣ କରିବାକୁ ରେଳ ମନ୍ତ୍ରଣାଳୟ ପକ୍ଷରୁ ଦିଆଗଲା ମଞ୍ଜୁରୀ, ଦେଖନ୍ତୁ ଲିଷ୍ଟରେ ଓଡ଼ିଶାରେ ନାମ ଅଛି କି ନାହିଁ

ନୂଆଦିଲ୍ଲୀ: ରେଳ ମନ୍ତ୍ରଣାଳୟ ପକ୍ଷରୁ ୧୧ଟି ଷ୍ଟେସନକୁ ନବୀକରଣ ନେଇ ମଞ୍ଜୁରୀ ମିଳିଛି । ରେଲୱେ ବୋର୍ଡ ଦ୍ୱାରା ସମସ୍ତ ଆଞ୍ଚଳିକ ରେଲୱେ ମହାପ୍ରବନ୍ଧକଙ୍କୁ ନିକଟକୁ ପତ୍ର ଲେଖି ଏନେଇ ଅବଗତ କରାଯାଇଛି । ତେବେ…

ପୁଣି ଫେରିଲା କି କରୋନା ! ପଜିଟିଭ୍ ହେଲେ ସମ୍ବଲପୁରର ୨୨ ଛାତ୍ରଛାତ୍ରୀ

ସମ୍ବଲପୁର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ କମିଛି ସତ, କିନ୍ତୁ ସମ୍ପୂର୍ଣ୍ଣ ବିପଦ ଦୂରେଇ ଯାଇନି । ଏବେବ ବି ଅନେକ ବଡ଼ ବଡ଼ ନେତା, ମନ୍ତ୍ରୀ ଓ ସାଧାରଣ ଜନତା ଏହାର ଶିକାର ହେଉଛନ୍ତି । ଏହାରି ମଧ୍ୟରେ…

ଭିଜିଲାନ୍ସ ଜାଲରେ ଅତିରିକ୍ତ DSWO

ବରଗଡ଼(ଓଡ଼ିଶା ଭାସ୍କର): ଅତିରିକ୍ତ ଡିଏସଡବ୍ଲୁଓ ତନ୍ଦ୍ରା ସାହୁଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଛି । ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଅତିରିକ୍ତ ଡିଏସଡବ୍ଲୁଓଙ୍କ ଘରେ ଚଢ଼ାଉ କରିଛି । ବରପାଲି ଘର ଓ…

ଅଟଳଙ୍କ ନାମରେ ନାମିତ ହେବ ଯମୁନା ଏକ୍ସପ୍ରେସ୍: ବ୍ରାହ୍ମଣ ଭୋଟ ହାତେଇବାକୁ ବିଜେପିର ଗୋଟି ଚାଳନା

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଯମୁନା ଏକ୍ସପ୍ରେସର ନାମ ପରିବର୍ତ୍ତନ ନେଇ ବିଚାର କରୁଛନ୍ତି । ଏହାର ନାମ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନାମରେ ନାମିତ…

ଶରୀରର ଡ୍ୟାମେଜ୍ ଅଙ୍ଗକୁ ରିପାୟାର୍ କରିବାରେ ସାହାଯ୍ୟ କରେ ଏହି ୫ ସୁପର୍ ଫୁଡ୍, ଡିଏନଏ ପାଇଁ ବି ଖୁବ୍ ଲାଭଦାୟକ

ଓଡ଼ିଶା ଭାସ୍କର ବ୍ୟୁରୋ: ହେଲଦୀ ଜିନିଷ କେବଳ ଆପଣଙ୍କ ସ୍ୱାଦକୁ ସନ୍ତୁଷ୍ଟ କରେ ନାହିଁ, ବରଂ ଆବଶ୍ୟକ ପୁଷ୍ଟିକର ତତ୍ତ୍ୱ ପ୍ରଦାନ କରି ଶରୀରକୁ ଭଲ ଭାବରେ ଫଙ୍କସନ୍ କରାଇବାରେ ମଧ୍ୟ ସହାୟକ ହୋଇଥାଏ । ଏହାସହିତ ଅଙ୍ଗ…

ଆଜିଠାରୁ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ଆରମ୍ଭ, ଫୋକସରେ ରହିବ ପଞ୍ଚାୟତ ନିର୍ବାଚନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିଠାରୁ ବିଜେପିର ଦୁଇଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ଆରମ୍ଭ ହେଉଛି । ଏହି ଅବସରରେ ଦଳୀୟ କାର୍ଯ୍ୟାଳୟ ଓ ଭୁବନେଶ୍ୱରର ଏକ ଘରୋଇ ହୋଟେଲରେ ବୈଠକର ଆୟୋଜନ କରାଯାଇଛି । ଏହି ବୈଠକରେ ଦଳର…