ପର୍ସନାଲ୍ ଟ୍ୟୁସନ୍ କରିବା ନାଁରେ ୧୪ ବର୍ଷ ଛାତ୍ରଙ୍କୁ ୩ଥର ଦୁର୍ଷ୍କମ କରିଛନ୍ତି ଶିକ୍ଷୟତ୍ରୀ, ପୋଲିସ୍ କଲା ଗିରଫ

ନୂଆଦିଲ୍ଲୀ: ଜଣେ ମହିଳା ଶିକ୍ଷକଙ୍କ ଏପରି ଲଜ୍ଜାଜନକ କାର୍ୟ୍ୟ ସାମ୍ନାକୁ ଆସିଛି, ଯାହା ବିଷୟରେ ଆପଣ ଜାଣି ଆଶ୍ଚର୍ୟ୍ୟ ହେବେ। ପିଲାଟିକୁ ପାଠ ପଢେଇବା ନାମରେ ଏମିତି ଏକ କାର୍ୟ୍ୟ କରିଛନ୍ତି ଯାହା ସମ୍ମାନିତ…

୫୦ ଲକ୍ଷ ଲୋକଙ୍କୁ ନିଯୁକ୍ତି ଦେଇପାରେ ଏସ୍‌ବିଆଇ, ଚାଲିଛି ପ୍ରକିୟା

ମୁମ୍ବାଇ: ଦେଶର ସବୁଠୁ ବଡ ବ୍ୟାଙ୍କ ଏସ୍‌ବିଆଇର ରିପୋର୍ଟରେ ନୂତନ ନିଯୁକ୍ତି ସୃଷ୍ଟି ନେଇ ଆଶା ପ୍ରକାଶ କରାଯାଇଛି । ମୁଖ୍ୟ ଅର୍ଥଶାସ୍ତ୍ରୀ ସୌମ୍ୟ କାନ୍ତି ଘୋଷ କହିଛନ୍ତି ଯେ, ଚଳିତ ଆର୍ଥିକ ବର୍ଷରେ ଶ୍ରମ ବଜାରର…

ବସ୍‌-ବାଇକ୍‌ ମୁହାଁମୁହିଁ ଧକ୍କା, ଆରୋହୀ ଗୁରୁତର

ଢେଙ୍କାନାଳ (ଭାସ୍କର ନ୍ୟୁଜ୍‌) : ମୋଟଙ୍ଗା ଥାନା ଅନ୍ତର୍ଗତ ହଳଦିଆବାହାଳ ୫୫ନଂ ଜାତୀୟ ରାଜପଥ ଉପରେ ଗୋଟିଏ ବାଇକ୍‌ ଓ ବସ୍‌ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ ଚାଳକ ଗୁରୁତର ଆହତ ଖବର ଜଣାପଡିଛି । ପ୍ରକାଶ ଯେ,…

୨୭ରେ ଭାରତ ବନ୍ଦ ଡାକରା ଦେଲା ଚାଷୀ ସଙ୍ଗଠନ

ଲକ୍ଷ୍ନୌ: ଚଳିତ ମାସ ୨୭ ତାରିଖରେ ଭାରତ ବନ୍ଦ ପାଳନ ପାଇଁ ଚାଷୀ ସଙ୍ଗଠନ ପକ୍ଷରୁ ଆହ୍ୱାନ ଦିଆଯାଇଛି । ଏହି ଦିନ ସାରା ଦେଶରେ ଟ୍ରେନ୍‌ ଏବଂ ବସ୍‌ ଯାତ୍ରା ବନ୍ଦ ରହିବ ବୋଲି ଭାରତ କିଷାନ ୟୁନିଅନର ନେତା ରାକେଶ…

୮୬ ବର୍ଷରେ ଦଶମ ପାସ୍‌ କଲେ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ ପ୍ରକାଶ ଚୌଟାଲା, ରଖିଲେ ଏତିକି ପ୍ରତିଶତ ମାର୍କ

ଚଣ୍ଡିଗଡ଼: ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ ପ୍ରକାଶ ଚୌଟାଲା ଇଂରାଜୀ ବିଷୟରେ ପାସ ହେବା ସହିତ ଦଶମ ଶ୍ରେଣୀରେ ପାସ ହୋଇଛନ୍ତି । ୮୬ ବର୍ଷୀୟ ଚୌଟାଲା ଗତ ଅଗଷ୍ଟ ୧୮ ତାରିଖରେ ଇଂରାଜୀ ପରୀକ୍ଷା ଦେଇଥିଲେ । ଏହାର…

ଭାରତୀୟ ଶେଷ ପର୍ଯ୍ୟାୟ ବ୍ୟାଟ୍ସମ୍ୟାନଙ୍କ ଲଢ଼ୁଆ ବ୍ୟାଟିଂ, ବିଜୟଠୁ ୨୯୧ ରନ୍‌ ଦୂରରେ ଟିମ୍ ଇଂଲଣ୍ଡ

ଲଣ୍ଡନ: ସ୍ଥାନୀୟ କେନିଙ୍ଗଷ୍ଟନ ଓଭାଲ ଗ୍ରାଉଣ୍ଡରେ ଚାଲିଥିବା ଚତୁର୍ଥ ଟେଷ୍ଟ କ୍ରିକେଟ ମ୍ୟାଚରେ ଇଂଲଣ୍ଡ ପାଇଁ ୩୬୮ ରନ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି ଭାରତ । ପ୍ରଥମ ଇନିଂସରେ ୧୯୧ ରନ କରିଥିବା ଭାରତ ଦ୍ୱିତୀୟ…

ଅଜଣା ଗାଡ଼ି ଧକ୍କାରେ ପଥଚାରି ଗୁରୁତର, ପକେଟରୁ ମିଳିଲା ୬୫ହଜାର ଟଙ୍କା

ନିମାପଡା (ଭାସ୍କର ନ୍ୟୁଜ୍‌): ନିମାପଡା ପିପିଲି ରାସ୍ତାରେ ଅଜଣା ଗାଡି ଧକ୍କାରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ହେଉଥିବା ବେଳେ ଆହତଙ୍କ ପକେଟରୁ ୬୫ହଜାର ଟଙ୍କା ମିଳିଛି । ଶନିବାର…

ରାଜ୍ୟର ୧୦ ଆକାଂକ୍ଷା ଜିଲ୍ଲାର ପ୍ରଭାରୀ ଦାୟିତ୍ୱରେ ୧୦ଜଣ ସଚିବ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ରାଜ୍ୟର ୧୦ ଆକାଂକ୍ଷା ଜିଲ୍ଲାର ପ୍ରଭାରୀ ଦାୟିତ୍ୱରେ ୧୦ଜଣ ସଚିବଙ୍କୁ ପୁନଃ ନିଯୁକ୍ତି ଦିଆଯାଇଛି । ଆକାଂକ୍ଷା ଜିଲ୍ଲାର ପ୍ରଭାରୀ ସଚିବ ଭାବେ ରାଜ୍ୟର ସଚିବସ୍ତରୀୟ ଅଫିସରଙ୍କୁ…

ଆଜିଠୁ ୬ ଦିନିଆ ଓଡିଶା ଗସ୍ତରେ ଆସିବେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ, ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ସଂପ୍ରସାରିତ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ନୂତନ ଭାବେ ସ୍ଥାନ ପାଇଥିବା କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ କଲ୍ୟାଣ ବିଭାଗ ରାଷ୍ଟ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ସୋମବାର ଦିନ ୬ ଦିନିଆ ଓଡିଶା…

୨୪ ଘଣ୍ଟାରେ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା: ଆସନ୍ତା ୩ ଦିନ ଯାଏଁ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ଆସନ୍ତା ୨୪ ଘଂଟା ମଧ୍ୟରେ ଉତ୍ତର ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆସନ୍ତା ୩ ଦିନ ରାଜ୍ୟର ବିଭିନ୍ନ…