ନୌସେନାରେ ୧୦ମ ପାସଙ୍କୁ ମିଳିବ ଚାକିରି, ୨ ରୁ ୬ ଅଗଷ୍ଟ ପର୍ଯ୍ୟନ୍ତ କରିପାରିବେ ଆବେଦନ
ନୂଆଦିଲ୍ଲୀ: ଭାରତୀୟ ନୌସେନରେ ଚାକିରି କରିବା ପାଇଁ ଇଚ୍ଛୁକ ଥିବା ୧୦ମ ପାସ ଆଶାୟୀଙ୍କ ପାଇଁ ସୂବର୍ଣ୍ଣ ସୁଯୋଗ । କାରଣ ଭାରତୀୟ ନୌସେନାରେ ନାବିକ (ସେଲର ମ୍ୟୁଜିସିଆନ)ରେ ୩୩ ପଦ ପାଇଁ ଯୋଗ୍ୟ ଆଶାୟୀଙ୍କ ଆବେଦନ ପତ୍ର…