Breaking News ଆର୍ଯ୍ୟନ୍ ଡ୍ରଗ୍ସ ପାର୍ଟି ମାମଲାରେ ୨ ଓଡ଼ିଆ ଗିରଫ, ଜାଣନ୍ତୁ କିଏ? Sushreejyoti Routray Oct 6, 2021 ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ଗିରଫ ହୋଇଥିବା ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଅକ୍ଟୋବର ୭ ତାରିଖ ପଯ୍ୟନ୍ତ ରିମାଣ୍ଡରେ ନେଇଛି ଏନସିବି । ଏହି ମାମଲାରେ ତଦନ୍ତ ଜାରି ରହିଥିବା…
Breaking News ଭାରତରେ ସୃଷ୍ଟି ହେବ ଭୟଙ୍କର ବିଦ୍ୟୁତ ସଙ୍କଟ, ପାୱାର ପ୍ଲାଣ୍ଟରେ ଷ୍ଟକ୍ ରହିଛି ମାତ୍ର ୪ ଦିନର କୋଇଲା Manas Pradhan Oct 6, 2021 ନୂଆଦିଲ୍ଲୀ: ଭାରତରେ ଚୀନ ଭଳି ଭୟଙ୍କର ବିଦ୍ୟୁତ ସଙ୍କଟ ସୃଷ୍ଟି ହେବାକୁ ଯାଉଛି । ଫଳରେ ଏହାର ପ୍ରଭାବରେ ଆଗକୁ ଦେଶରେ ଶିଳ୍ପ କାରବାର ଠପ୍ ହୋଇଯିବ । ବିଦ୍ୟୁତ ଉତ୍ପାଦନ ପାଇଁ ପାୱାର ପ୍ଲାଣ୍ଟଗୁଡ଼ିକରେ କୋଇଲା ଷ୍ଟକ୍…
Breaking News ଏଣିକି ପୁରୁଣା ଗାଡ଼ି ଚଲାଇଲେ ଦେବାକୁ ପଡ଼ିବ ୮ ଗୁଣା ରେଜିଷ୍ଟ୍ରେସନ ଫିସ୍, ଜାଣନ୍ତୁ କେବେଠାରୁ ହେବ ଲାଗୁ Manas Pradhan Oct 6, 2021 ନୂଆଦିଲ୍ଲୀ: ଏଣିକି ପୁରୁଣା ଗାଡ଼ି ଚଲାଇବା ଆପଣଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ । ୧୫ ବର୍ଷରୁ ଅଧିକ ପୁରୁଣା ଗାଡ଼ି ଗୁଡ଼ିକର ନବୀକରଣ ପାଇଁ ୮ ଗୁଣା ରେଜିଷ୍ଟ୍ରେସନ ଫିସ୍ ଦେବାକୁ ପଡ଼ିବ । ୨୦୨୨ ଏପ୍ରିଲ ମାସଠାରୁ…
Breaking News ସେକ୍ସ କରିବା ପୂର୍ବରୁ ଏହି ଦିଗଗୁଡ଼ିକ ପ୍ରତି ନିଶ୍ଚୟ ଧ୍ୟାନ ଦିଅନ୍ତୁ Manas Pradhan Oct 6, 2021 ବୈବାହିକ ଜୀବନରେ ଶାରୀରିକ ସମ୍ପର୍କ ଏକ ଅଂଶ । ବର୍ତ୍ତମାନର ସମାଜରେ ବହୁତ ପୁରୁଷ ଓ ନାରୀ ସେକ୍ସରେ ସନ୍ତୁଷ୍ଟ ନହେବା ଫଳରେ ଅନେକ ପାରିବାରିକ ସମସ୍ୟା ଦେଖାଯାଉଛି । ତେବେ ଆପଣ ଯଦି ଏମିତି କିଛି ବିଶେଷ ଦିଗ ପ୍ରତି…
Breaking News ଭିଜିଲାନ୍ସର ଅତିରିକ୍ତ ଏସପି ସ୍ତରରେ ଅଦଳବଦଳ, ବାଲେଶ୍ୱର ଡିଭିଜନକୁ ଗଲେ ନରହରି ନାୟକ Manas Pradhan Oct 6, 2021 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭିଜିଲାନ୍ସ ବିଭାଗରେ କାର୍ଯ୍ୟରତ ୭ ଅତିରିକ୍ତ ଏସପିଙ୍କ ବଦଳି କରାଯାଇଛି । ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ କଟକ, ବ୍ରହ୍ମପୁର, ରାଉରକେଲା ଓ ବାଲେଶ୍ୱର ଭିଜିଲାନ୍ସ ଡିଭିଜନ ସହ ଭିଜିଲାନ୍ସ…
Breaking News ଆଦାନୀ ଗ୍ରୁପ୍ ହାତରେ ଲାଗିଲା ଆଉ ଏକ କମ୍ପାନୀ, ଏସବି ଏନର୍ଜିର ହେଲା ନୂଆ ମାଲିକ Abinash Kumar Dhal Oct 6, 2021 ନୂଆଦିଲ୍ଲୀ: ଆଦାନୀ ଗ୍ରୁପ୍ ହାତରେ ଲାଗିଲା ଆଉ ଏକ କମ୍ପାନୀ । ଅଦାନୀ ଗ୍ରୀନ ଏନର୍ଜି ଲିମିଟେଡ(AGEL) ପ୍ରାୟ ୨୬ ହଜାର କୋଟି(୩.୫ ବିଲିୟନ ଡଲାର) ନିବେଶ ବଦଳରେ ଏସବି ଏନର୍ଜି ଇଣ୍ଡିଆ((SB energy india) ଉପରେ…
Breaking News ପରଲୋକରେ ଟେଲିଭିଜନ ଧାରାବାହିକ ‘ରାମାୟଣ’ର ରାବଣ Manas Pradhan Oct 6, 2021 ନୂଆଦିଲ୍ଲୀ: ରାମାନନ୍ଦ ସାଗରଙ୍କ ପ୍ରିୟ ଧାରାବାହିକ ‘ରାମାୟଣ’ର ରାବଣ ଚରିତ୍ରରେ ଅଭିନୟ କରିଥିବା ଅଭିନେତା ଅରବିନ୍ଦ ତ୍ରିବେଦୀ ଆଉ ନାହାନ୍ତି । ଗତକାଲି ରାତିରେ ୮୨ ବୟସରେ ତାଙ୍କର ମୃତ୍ୟୁ ଘଟିଛି । ଦୀର୍ଘଦିନ ଧରି…
Featured ସରଳସିଂହ ରେଲ୍ୱେ ଫାଟକ ନିକଟରୁ ୧୧ ଗ୍ରାମ ବ୍ରାଉନ୍ସୁଗର ସହ ସ୍କୁଟି ଜବତ, ୨ ଗିରଫ Abinash Kumar Dhal Oct 6, 2021 ବାଲୁଗାଁ (ଭାସ୍କର ନ୍ୟୁଜ୍): ବାଲୁଗାଁ ଥାନା ଅନ୍ତର୍ଗତ ସରଳସିଂହ ରେଲ୍ୱେ ଫାଟକ ନିକଟରୁ ୧୧ ଗ୍ରାମ ବ୍ରାଉନ୍ସୁଗର ସହ ସ୍କୁଟିକୁ ଜବତ କରି ୨ଜଣଙ୍କୁ ଗିରଫ କରିଛି ବାଲୁଗାଁ ଅବକାରୀ ବଭାଗ । ସେମାନେ ହେଲେ ବାଲୁଗାଁ…
Featured ଏୟାର ଚିଫ୍ ମାର୍ଶଲଙ୍କ ଚେତାବନୀ: ଚୀନ୍କୁ ମୁକାବିଲା ପାଇଁ ଭାରତୀୟ ବାୟୁସେନା ପ୍ରସ୍ତୁତ Abinash Kumar Dhal Oct 6, 2021 ନୂଆଦିଲ୍ଲୀ, : ଭାରତ ଓ ଚୀନ୍ ମଧ୍ୟରେ ସୃଷ୍ଟି ହୋଇଥିବା ସୀମା ବିବାଦ ଏଯାଏ ଥମି ନଥିବା ବେଳେ ଲାଇନ୍ ଅଫ୍ ଆକଚୁଆଲ୍ କଣ୍ଟ୍ରୋଲ୍ (ଏଲ୍ଏସି)ର ଅପରପାର୍ଶ୍ୱରେ ଥିବା ୩ଟି ଘାଟିରେ ଚୀନ୍ ବାୟୁସେନା ଲଢ଼ୁଆ ବିମାନ…
Breaking News ଆୟୁଷ ଡାକ୍ତରଙ୍କ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଆନ୍ଦୋଳନ: ରୋଗୀ ସେବା ଠପ୍, ସଙ୍କଟରେ ସ୍ୱାସ୍ଥ୍ୟସେବା Abinash Kumar Dhal Oct 6, 2021 କୋଣାର୍କ (ଭାସ୍କର ନ୍ୟୁଜ୍): ବିଶ୍ୱ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ଠାରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ କାର୍ଯ୍ୟରତ ଆୟୁଷ ଡାକ୍ତରଙ୍କ ଗତ ଅକ୍ଟୋବର ୨ତାରିଖ ଠାରୁ ଜରୁରୀକାଳୀନ ରୋଗୀ ଚିକିତ୍ସା ବନ୍ଦ କରିବା…