ରାଜ୍ୟରେ ନୂଆ ୬୭ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର,୨୪/୫(ଓଡିଶା ଭାସ୍କର): ରାଜ୍ୟରେ ଆଉ ନୂଆ ୬୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩୩୬କୁ ବୃଦ୍ଧି ପାଇଛି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…

ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୩ ହଜାର ୮୬୭କୁ ବୃଦ୍ଧି

ନୂଆଦିଲ୍ଲୀ, ୨୪/୫: ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୩ ହଜାର ୮୬୭କୁ ବୃଦ୍ଧି ପାଇଛି।କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୩୧ ହଜାର ୮୬୮କୁ ବୃଦ୍ଧି ପାଇଁ ଥିବା ବେଳେ  ୫୪ ହଜାର ୪୪୧ ଜଣ ସୁସ୍ଥ ହୋଇଛନ୍ତି। ଏହାସହ…

ସୁନ୍ଦରଗଡରେ ୪ନୂଆ ପଜିଟିଭ ଚିହ୍ନଟ

ସୁନ୍ଦରଗଡ,୨୪/୫(ଓଡିଶା ଭାସ୍କର): ସୁନ୍ଦରଗଡରେ ଆଉ ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଙ୍କ ମଧ୍ୟରେ ୩ଜଣ ପୁରୁଷ ଓ ଜଣେ ମହିଳା ଥିବା ଜଣାପଡିଛି। ୨ ଜଣ ଆକ୍ରାନ୍ତ ମହାରାଷ୍ଟ୍ର ଓ ଜଣେ ଚେନ୍ନାଇରୁ…

ବଲାଙ୍ଗିରରେ ୭ ନୂଆ ପଜିଟିଭ ଚିହ୍ନଟ

ବଲାଙ୍ଗିର,୨୪/୫(ଓଡିଶା ଭାସ୍କର): ଆଜି ବଲାଙ୍ଗିରରେ ଆଉ ୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବଲାଙ୍ଗିରରେ ଆକ୍ରାନ୍ତଙ୍କ ସଂଖ୍ୟା ୧୬କୁ ବୃଦ୍ଧି ପାଇଛି । ସମସ୍ତ ଆକ୍ରାନ୍ତ ପୁରୁଷ ଓ ସେମାନେ ବାହାର ରାଜ୍ୟ…

ବରଗଡ ଛୁଇଁଲା କରୋନା

ବରଗଡ,୨୪/୫(ଓଡିଶା ଭାସ୍କର): ବରଗଡ଼ ଜିଲ୍ଲାରେ ପ୍ରଥମ ଥର ପାଇଁ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ସହରର ୧୪ ନମ୍ବର ୱାର୍ଡ ସୁବାସ ନଗର ମାଷ୍ଟର ଟିକ୍ରା ଅଞ୍ଚଳରେ ଚିହ୍ନଟ ହୋଇଥିବା ଜଣାପଡିଛି । ଆକ୍ରାନ୍ତ ଚିହ୍ନଟ…

ଭୁବନେଶ୍ୱରରେ ଚଳଚଞ୍ଚଳ ହେବ ପାର୍କ !

ଭୁବନେଶ୍ୱର, ୨୪/୫(ଓଡିଶା ଭାସ୍କର): କ ରୋନା ପ୍ରଭାବ ଉଭୟ ଦେଶ ଓ ରାଜ୍ୟ ଉପରେ ପଡିଛି। ତେଣୁ ସତର୍କତା ପାଇଁ ବହୁ ପଦକ୍ଷେପ ମଧ୍ୟ ନିଆଯାଇଛି। ଏହାସହ ସବୁ ଦୋକାନ ବଜାର ସାଙ୍ଗକୁ ପାର୍କ ମଧ୍ୟ ବନ୍ଦ ରହିଥିଲା। କିନ୍ତୁ…

ଆଜି କିପରି କଟିବ ଆପଣଙ୍କ ଦିନ (୨୪l୫l୨୦୨୦, ରବିବାର)

ମେଷ - ଆଜି କାଲି ନିଜ ଲୋକଙ୍କ ସାଂଗରେ ଆପଣଙ୍କର ସମ୍ପର୍କ ଭଲ ନାହିଁ । ଆପଣ ଆଜି ଦୁଃଖ ଅନୁଭବ କରିବେ ଏବଂ ଆପଣ ଆଜି ରାଗି ମଧ୍ୟ ପାରନ୍ତି । ସନେ ରଖନ୍ତୁ କେବଳ ଥଣ୍ଡା ମିଜାସରେ ଆପଣଙ୍କ ପରିସ୍ଥିତିକୁ ସମ୍ଭାଳି ପାରିବେ…

ପ୍ରତିଦିନ ସକାଳୁ ଧଳା ରସଗୋଲା ଖାଇବା ଦ୍ୱାରା ଦୂର ହୁଏ ୩ଟି ରୋଗ

ରସଗୋଲା କାହାକୁ ବା ପସନ୍ଦ ନଥାଏ । ଏହା ଏକ ବଙ୍ଗାଳୀ ମିଠା ହୋଇଥିବା ବେଳେ ଏହାକୁ ଖାଇବା ଅତ୍ୟନ୍ତ ଆନନ୍ଦଦାୟକ । ତେବେ ରସଗୋଲା ଖାଇବା ଦ୍ୱାରା ଅନେକ ଲାଭ ମିଳିଥାଏ ବୋଲି ଆପଣ ଜାଣିଛନ୍ତି କି ? ଏହା ଦ୍ୱାରା ଆପଣଙ୍କ…

ଓଡ଼ିଶାରୁ ପଶ୍ଚିମବଙ୍ଗ ଗଲା ୧୦ଟି NDRF ଟିମ୍‌

୨୩/୫(ଓଡିଶା ଭାସ୍କର): ଓଡ଼ିଶାରୁ ପଶ୍ଚିମବଙ୍ଗ ପଠାଗଲା ୧୦ଟି NDRF ଟିମ୍‌। ଅମ୍ଫନ ପରବର୍ତ୍ତୀ ପୁନରୁଦ୍ଧାର ଓ ରିଲିଫରେ ଏହି ଟିମ ସହାୟତା କରିବେ । ଏନେଇ ସ୍ବତନ୍ତ୍ର ରିଲିଫ କମିସନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି।…

ଆଜି ୪୫.୫ଡିଗ୍ରୀ ସହ ଟିଟିଲାଗଡ଼ ରାଜ୍ୟର ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ୱର, ୨୩/୫(ଓଡିଶା ଭାସ୍କର): ଦିନକୁ ଦିନ ରାଜ୍ୟରେ ତାପମାତ୍ରା ବଢ଼ିବାରେ ଲାଗିଛି। ଏହାସହ ଓଡ଼ିଶାର ୧୨ଟି ସହରର ତାପମାତ୍ରା ଆଜି ୪୧ ଡିଗ୍ରୀ ଟପିିିଛି।୪୫.୫ଡିଗ୍ରୀ ସହ ଟିଟିଲାଗଡ଼ ରାଜ୍ୟର ଉତ୍ତପ୍ତ ସହର।…