କନ୍ୟା ରାଶିରେ ଆଜି ସୂର୍ଯ୍ୟଙ୍କ ପ୍ରବେଶ, ଜାଣନ୍ତୁ ଅନ୍ୟ ରାଶିରେ କିପରି ରହିବ ପ୍ରଭାବ

ନୂଆଦିଲ୍ଲୀ: ଜ୍ୟୋତିଷ ଶାସ୍ତ୍ରରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗ୍ରହ ସୂର୍ଯ୍ୟ ଆଜି ରାଶି ପରିବର୍ତ୍ତନ କରି କନ୍ୟା ରାଶିରେ ପ୍ରବେଶ କରିବେ । କନ୍ୟା ସୂର୍ଯ୍ୟଙ୍କ ମିତ୍ର ରାଶି ହୋଇଥିବାରୁ ଏହାର ପ୍ରଭାବ ଅନ୍ୟ ରାଶି…

ଟ୍ରକ ଡ୍ରାଇଭରଙ୍କ ଦରମା ୭୨ ଲକ୍ଷ, କହିଲେ- ଏତିକି ତ ମୋ ବସ୍‌କୁ ବି ମିଳୁନି

ନୂଆଦିଲ୍ଲୀ: ବ୍ରିଟେନ୍ ସୁପରମାର୍କେଟ୍ ରେ ମାଲ୍ ପରିବହନ କରୁଥିବା ଟ୍ରକ ଡ୍ରାଇଭରଙ୍କୁ ଯେତେ ଟଙ୍କା ଦରମା ଆକାରରେ ମିଳୁଛି ସେତିକି ଟଙ୍କା ଆମ ଦେଶରେ ଅର୍ଥାତ୍ ଭାରତରେ ବଡ଼ ବଡ଼ ଇଞ୍ଜିନିୟର୍ ମାନଙ୍କୁ ବି ମିଳୁନି ।…

ମାସ୍କ ନଥିଲା, ସୁପରମାର୍କେଟରେ ମହିଳାଙ୍କୁ ଉଲଗ୍ନ କରି ପକାଇଲା ପୋଲିସ; ତାପରେ…

ନୂଆଦିଲ୍ଲୀ: କରୋନା ମହାମାରୀ କାରଣରୁ ମାସ୍କ ପିନ୍ଧିବା ଖୁବ୍ ଜରୁରୀ ହୋଇପଡ଼ିଛି । ତେବେ ଅନେକ ସଂଖ୍ୟାରେ ଲୋକ ଏହି ନିୟମକୁ ପାଳନ କରୁଛନ୍ତି । କିନ୍ତୁ କିଛି ଏପରି ରହିଛନ୍ତି ଯେଉଁ ମାନେ ବିଭିନ୍ନ କାରଣ ଦେଖାଇ ମାସ୍କ…

ପୋଖରୀରେ ବୁଡ଼ି ବାପ-ପୁଅ ମୃତ

ଅନୁଗୁଳ(ଓଡ଼ିଶା ଭାସ୍କର): ପୋଖରୀରେ ବୁଡ଼ି ବାପା ଓ ପୁଅ ପ୍ରାଣ ହରାଇଛନ୍ତି । ପୁଅର ବୟସ ୪ ବର୍ଷ ହୋଇଥିବା ଜଣାପଡ଼ିଛି । ବଅଁରପାଳ କଇଁଛବାହାଳ ଗାଁ ରେ ଥିବା ଏକ ପୋଖରୀରେ ବୁଡ଼ିଯାଇଛନ୍ତି ଏହି ବାପା ଓ ପୁଅ । ଗାଧୋଇବାକୁ…

ମା-ବାପାଙ୍କୁ ହଇରାଣ କରିବା ପୁଅକୁ ପଡିଲା ମହଙ୍ଗା, କୋର୍ଟଙ୍କ ଆଦେଶ- ତୁରନ୍ତ ଫ୍ଲାଟ୍ ଖାଲି କର

ମୁମ୍ବାଇ: ଜଣେ ବ୍ୟକ୍ତି ଓ ତାଙ୍କ ପତ୍ନୀକୁ ବୃଦ୍ଧ ବାପା-ମାଆଙ୍କ ଘରକୁ ଏକ ମାସ ଭିତରେ ଖାଲି କରିବାକୁ ଆଦେଶ ଦେଇଛନ୍ତି ହାଇକୋର୍ଟ । ଏହି ବ୍ୟକ୍ତି ନିଜ ବାପାଙ୍କ ଗୋଟିଏ ବୋଲି ପୁଅ ହୋଇଥିବା ବେଳେ ସେମାନଙ୍କୁ ଖୁବ୍…

ମୁଖ୍ୟମନ୍ତ୍ରୀଙ୍କୁ ମହିଳାଙ୍କ ରୋକ୍ ଠୋକ୍: ଯେ ପର୍ଯ୍ୟନ୍ତ ଗାଁରେ ରାସ୍ତା ନାହିଁ, ସେ ପର୍ଯ୍ୟନ୍ତ ବାହା ହେବିନି

ବେଙ୍ଗାଲୁରୁ: କର୍ଣ୍ଣାଟକର ଜଣେ ମହିଳା, ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମଇଙ୍କ ପାଖକୁ ନିଜ ଗାଁର ସଡ଼କ ସମ୍ପର୍କରେ ଏକ ଇମେଲ୍ ପଠାଇଛନ୍ତି । ସେଥିରେ ସେ ଯାହା ଲେଖିଛନ୍ତି ତାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେଉଛି । ଏଥିରେ…

ଇମ୍ରାନ ସରକାରଙ୍କୁ ଶକ୍ତ ଚାପୁଡ଼ା: ସୁରକ୍ଷା ଦୃଷ୍ଟିରୁ ପାକିସ୍ତାନରେ ମ୍ୟାଚ୍ ଖେଳିପାରବେନି ବୋଲି କହିଲେ ନ୍ୟୁଜିଲାଣ୍ଡ କ୍ରିକେଟ୍ ଟିମ୍

ନୂଆଦିଲ୍ଲୀ: ପାକିସ୍ତାନକୁ ନ୍ୟୁଜିଲାଣ୍ଡର ଝଟକା । ଆଫଗାନିସ୍ତାନରେ ତାଲିବାନ ସରକାରଙ୍କୁ ସମର୍ଥନ କରୁଥିବା ପାକିସ୍ତାନକୁ ନ୍ୟୁଜିଲାଣ୍ଡ ଶକ୍ତ ଝଟକା ଦେଇଛି । ନ୍ୟୁଜିଲାଣ୍ଡ କ୍ରିକେଟ୍ ଟିମ୍ ନିଜର ସୁରକ୍ଷାକୁ…

ମୋଦୀଙ୍କ ଜନ୍ମଦିନରେ ରେକର୍ଡ କଲା ଟିକାକରଣ: ସନ୍ଧ୍ୟା ୪ଟା ସୁଦ୍ଧା ଟିକା ନେଲେ ୧.୮ କୋଟି ନାଗରିକ

ନୂଆଦିଲ୍ଲୀ: ଭାରତରେ ଟିକାକରଣ ଅଭିଯାନ ଜୋରଦାର ଜାରି ରହିଛି । ଟିକାକରଣରେ ଅନ୍ୟ ଦେଶକୁ ମାତ୍ ଦେଇଛି ଭାରତ । ଏଠାରେ ବିଳମ୍ବରେ ଟିକାକରଣ ପ୍ରକ୍ରିୟା ଆରମ୍ଭ ହେବାପରେ ସୁଦ୍ଧା ରେକର୍ଡ ସଂଖ୍ୟକ ଲୋକଙ୍କୁ ଟିକା…

ନଦୀରେ ବୁଡ଼ି ୨ ଭାଇ ମୃତ, ଗାଧୋଇବା ବେଳେ ଭାସିଗଲେ

ପିପିଲି(ଓଡ଼ିଶା ଭାସ୍କର): ଲୁଣା ନଦୀରେ ବୁଡ଼ି ୨ ନାବାଳକ ଭାଇ ପ୍ରାଣ ହରାଇଛନ୍ତି । କଣାସ ଧାନକେରା ପଞ୍ଚାୟତ ନାଗଣ ଗାଁରେ ଦୁଃଖଦ ଘଟଣା ଘଟିଥିବା ସୂଚନା ମିଳିଛି । ଦୁଇ ଭାଇ ମିଶି ଲୁଣା ନଦୀକୁ ଗାଧୋଇବାକୁ ଯାଇଥିବା…

ପେନସନ୍ ଚେକ୍ କରିବାକୁ ଯାଇଥିଲେ ବୃଦ୍ଧ, ଖାତାରେ ଦେଖିବା ବେଳକୁ ଅଛି ୫୨ କୋଟି!

ବିହାର: ବିହାରର ମୁଜଫରପୁରରୁ ପୁଣିଥରେ ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ମୋଟା ଅଙ୍କର ଟଙ୍କା ଆସିଥିବା ଜଣାପଡ଼ିଛି । ଅଚାନକ ଜଣେ ବୃଦ୍ଧ ବ୍ୟକ୍ତିଙ୍କ ଆକାଉଣ୍ଟକୁ ୫୨ କୋଟି ଟଙ୍କା ଟ୍ରାନ୍ସଫର୍ ହୋଇଥିବା ଜଣାପଡ଼ିଛି ।…