୩ ମାସର ରୋଡ୍ ଟ୍ୟାକ୍ସ ଛାଡ

ଭୁବନେଶ୍ୱର,୨୯ ।୫(ଓଡିଶା ଭାସ୍କର): କରୋନା ସଙ୍କଟ ସମୟରେ ଯାତ୍ରୀବାହୀ ଯାନ ପାଇଁ ୩ ମାସର ରୋଡ ଟ୍ୟାକ୍ସ ଛାଡ ହୋଇଛି । ଲକଡାଉନ ଦୃଷ୍ଟିରୁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଘୋଷଣା ହୋଇଛି । ୨୦୨୦ ଏପ୍ରିଲ ମାସରୁ ଜୁନ…

ଆଜି ପୁଣି କମିଲା ସୁନା ଦର

ଲକଡାଉନର ଶେଷ ବାଣିଜ୍ୟ ଦିନ ବା ଶୁକ୍ରବାରକୁ ସୁନା ଓ ରୂପା ମୂଲ୍ୟ ଗୁରୁବାର ଅପେକ୍ଷା ପୁଣି କମିଛି । ଆଜି ସକାଳୁ ଖୁଚୁରା ବଜାରରେ ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନା ୪୬,୮୧୯ ଟଙ୍କାରେ ବିକ୍ରି ହେଉଛି । ଦେଖିବାକୁ ଗଲେ…

ରାଜ୍ୟରେ ଆଉ ୯୦ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର, ୨୯ା୫(ଓଡ଼ିଶା ଭାସ୍କର): ରାଜ୍ୟରେ ଆଉ ୯୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ କରେନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୯୭୭କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଥିବା ୯୦ ଆକ୍ରାନ୍ତଙ୍କ ମଧ୍ୟରେ…

ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କ ପରଲୋକ

ଛତିଶଗଡ଼, ୨୯ା୫: ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କ ପରଲୋକ ଘଟିଛି । ୨୦ଦିନ ହେବ ରାୟପୁରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଆଜି ତାଙ୍କର ମୃତ୍ୟୁ ଘଟିଛି । ତାଙ୍କ ଦେହାନ୍ତ ନେଇ ଟ୍ୱିଟ କରି…

ଏଣିକି ଘରେ ବସି ଜାଣିପାରିବେ PF ଆକାଉଣ୍ଟକୁ କେତେ ଟଙ୍କା ଆସୁଛି, ଜାଣନ୍ତୁ ପ୍ରୋସେସ୍

ପ୍ରୋଭିଡେଣ୍ଟ ପାଣ୍ଠି ବା ପିଏଫରେ କେତେ ଟଙ୍କା ଜମା ହୋଇଛି, ତାହା ଚାଣିବା ପାଇଁ ଆପଣଙ୍କୁ ଆଉ ବାହାରକୁ ଯିବାକୁ ପଡିବ ନାହିଁ । ଗୋଟିଏ ମେସେଜ ମାଧ୍ୟମରେ ଅତି ସହଜରେ ଆପଣ ଏହି ସୂଚନା ପାଇପାରିବେ । ଇପିଏଫଓ ଦ୍ୱାରା…

କରୋନା ଯୋଦ୍ଧାଙ୍କୁ ସମ୍ମାନିତ କରିବାକୁ ସଂକଳ୍ପ ପାରିତ, ଜୀବିକା ସୁରକ୍ଷା ପାଇଁ ୧୭ହଜାର କୋଟି

ଭୁବନେଶ୍ୱର, ୨୯ା୫(ଓଡ଼ିଶାଭାସ୍କର): କରୋନା ଯୋଦ୍ଧାଙ୍କୁ ସମ୍ମାନିତ କରିବାକୁ ସଂକଳ୍ପ ପାରିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀ ପରିଷଦ ବୈଠକରେ ସଂଙ୍କଳ୍ପ ପାରିତ ହୋଇଛି । କରୋନା…