fbpx

ପୂର୍ବତଟ ପକ୍ଷରୁ ୪ ଟ୍ରେନ୍ ବାତିଲ, ଜାଣନ୍ତୁ କେଉଁଟି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅନୁଗୁଳ-ତାଳଚେର ରୋଡ୍ ଖରାପ ପାଇଁ ପୂର୍ବତଟ ପକ୍ଷରୁ ୪ଟି ଟ୍ରେନ୍ ବାତିଲ ହୋଇଛି । ରାଉରକେଲା-ପୁରୀ ସ୍ପେଶାଲ ଟ୍ରେନ୍ ବାତିଲ ହେବା ସହିତ ରାଉରକେଲା-ଭୁବନେଶ୍ୱର ସ୍ପେଶାଲ, ପୁରୀ-ରାଉରକେଲା ଓ ଭୁବନେଶ୍ୱର-ରାଉରକେଲା ସ୍ପେଶାଲ ଟ୍ରେନ୍ ବାତିଲ ହୋଇଛି । ୮ଟି ଟ୍ରେନର ଗତିପଥ ବଦଳିଥିବା ନେଇ ରେଲୱେ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.