ପଶ୍ଚିମବଙ୍ଗରେ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର, ୨୦ା୫(ଓଡ଼ିଶା ଭାସ୍କର): ପଶ୍ଚିମବଙ୍ଗରେ ବାତ୍ୟା ଅମ୍ଫନର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଛି । ୪ଘଣ୍ଟା ଧରି ଚାଲିବ ଅମ୍ଫନର ଲ୍ୟାଣ୍ଡଫଲ ପ୍ରକ୍ରିୟା । ବାତ୍ୟା ଅମ୍ଫନର ସମ୍ମୁଖ ଭାଗ ଏବେ ପ୍ରବେଶ କରୁଛି…

ଲକଡାଉନରେ ବାହାରେ ବୁଲୁଥିବାବେଳେ ରାସ୍ତାରୁ ମିଳିଲା ୧୦ ଲକ୍ଷ ଡଲାର

ରାସ୍ତାରେ ନିଜ ପରିବାର ସହ ବାହାରେ ବୁଲିଥିବା ବେଳେ ମିଳିଲା ୧୦ ଲକ୍ଷ ଡଲାର । ଆପଣଙ୍କୁ ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଏଭଳି ଏକ ଆଶ୍ଚର୍ଯ୍ୟକର ଘଟଣା ଆମେରିକାର ବର୍ଜିନିଆରେ ଘଟିଯାଇଛି । ଖବର ମୁତାବକ, ଦେଶରେ…

ରାଜ୍ୟରେ ଆଉ ୩୬କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର, ୨୦ା୫(ଓଡ଼ିଶା ଭାସ୍କର): ରାଜ୍ୟରେ ଆଉ ୩୬କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୩୪୩କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଥିବା ୩୬ଜଣଙ୍କ ମଧ୍ୟରେ ଗଞ୍ଜାମର…

ପାରାଦୀପ ଅତିକ୍ରମ କଲା ବାତ୍ୟା ଅମ୍ଫନ

ଭୁବନେଶ୍ୱର, ୨୦ା୫(ଓଡ଼ିଶା ଭାସ୍କର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଅମ୍ଫନ ବର୍ତ୍ତମାନ ପାରାଦୀପ ଅତିକ୍ରମ କରିଛି । ପାରାଦୀପଠାରୁ ସମୁଦ୍ର ଭିତରେ ୧୨୦କିଲୋମିଟର ଦୂରରେ ଅମ୍ଫାନ ଅତିକ୍ରମ କରିଛି । ଏହି…

ଜିନପିଙ୍ଗଙ୍କୁ ଶକ୍ତ ଝଟକା! ଚୀନ ଛାଡି ଭାରତ ଆସୁଛି ଏହି ପ୍ରସିଦ୍ଧ କମ୍ପାନୀ

କରୋନା ଭାଇରସ୍ ସଙ୍କଟ ମଧ୍ୟରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଲାଗିଛି ଶକ୍ତ ଝଟକା । ବିଶ୍ୱର ୮୦ରୁ ଅଧିକ ଦେଶକୁ ଫୁଟୱିୟର ବା ଜୋତା ଯୋଗାଉଥିବା ଜର୍ମାନୀ କମ୍ପାନୀ ଭନ୍ ୱେଲକ୍ସ ଏହାର ଉତ୍ପାଦନକୁ ଚୀନରୁ ଭାରତକୁ…

ଓଡ଼ିଶା ଉପକୂଳଠୁ ଦୂରେଇ ବାଙ୍ଗଲାଦେଶ ମୁହାଁ ହେଉଛି ବାତ୍ୟା ଅମ୍ଫନ

ଭୁବନେଶ୍ୱର, ୨୦ା୫(ଓଡ଼ିଶା ଭାସ୍କର): ଓଡ଼ିଶା ଉପକୂଳଠାରୁ ଦୂରେଇ ବାଙ୍ଗଲାଦେଶ ମୁହାଁ ହେଉଛି ବାତ୍ୟା ଅମ୍ଫନ । ଆଜି ଅପରାହ୍ନ ୪ଟାରୁ ଅମ୍ଫନର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହେବ । ବାତ୍ୟାର ଲ୍ୟାଣ୍ଡଫଲ ପ୍ରକ୍ରିୟା ୧ରୁ…

ପାରାଦୀପଠାରୁ ଦୂରଉଛି ବାତ୍ୟା କିନ୍ତୁ ଟଳିନି ଓଡ଼ିଶା ପ୍ରତି ବିପଦ !

ଭୁବନେଶ୍ୱର, ୨୦ା୫(ଓଡ଼ିଶା ଭାସ୍କର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଅମ୍ଫନ ପାରାଦୀପଠାରୁ ବର୍ତ୍ତମାନ ଧୀରେ ଧରେ ଦୂରଉଥିବା ସୂଚନା ମିଳିଛି । କିନ୍ତୁ ଓଡ଼ିଶା ପ୍ରତି ବିପଦ ଏପର୍ଯ୍ୟନ୍ତ ଟଳିନାହିଁ । ଆଗାମୀ…