ରାଶିଫଳ (୧୮।୦୫।୨୦୨୦, ସୋମବାର), ଜାଣନ୍ତୁ ଆପଣଙ୍କ ଦିନ କିପରି କଟିବ

ମେଷ - ଆଜି ଦିନରେ ଆପଣ ଅସୁଖି ଅନୁଭବ କରି ପାରନ୍ତି । କିଛି ସାମାନ୍ୟ ଦୁଶ୍ଚିନ୍ତା ମଧ୍ୟରେ ସମୟ କାଟିପାରନ୍ତି । କିନ୍ତୁ ଖରାପ ସମୟ ଆପେ ଆପେ ଦୁରେଇଯିବ । ସାମୟିକ ଭାବରେ ନିରାପତ୍ତାର ଅଭାବ ଅନୁଭବ କରି ପାରନ୍ତି ।…

ଏମିତି ବି ହୋଇପାରେ ଯୋଗାଡ! ପରିବାର ସହ ଘରକୁ ଫେରିବାକୁ ବାଇକ୍ ସହ ବାନ୍ଧିଲା ଦୋଳି, ଦେଖନ୍ତୁ ଭାଇରାଲ ଭିଡିଓ

ଲକ୍-ଡାଉନ ଚାଲିଥିବା ବେଳେ ଗତ କିଛି ସପ୍ତାହ ମଧ୍ୟରେ ଶ୍ରମିକମାନଙ୍କ ଅନେକ କାହାଣି ଆମେ ଦେଖିଆସୁଛୁ । ପ୍ରବାସୀ ଶ୍ରମିକମାନେ ନିଜ ନିଜ ଘରକୁ ଫେରିବା ପାଇଁ ବିଭିନ୍ନ ଉପାୟ ଆପଣେଉଛନ୍ତି । ନିକଟରେ ଏକ ଭିଡିଓ ଖୁବ୍…

ପୁରୀରୁ ଆଉ ୪ କରୋନା ଆକ୍ରାନ୍ତ ଚିହ୍ନଟ

ପୁରୀ,୧୭/୫(ଓଡିଶା ଭାସ୍କର): ଆଜି ପୁରୀ ଜିଲ୍ଲାରୁ ଆଉ ୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୩୪କୁ ବୃଦ୍ଧି ପାଇଛି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ପୁରୀର…

ବଲାଙ୍ଗିରରେ ଆଉ ୨ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୧୭/୫(ଓଡିଶା ଭାସ୍କର): ବଲାଙ୍ଗିର ଜିଲ୍ଲାରେ ଆଉ ୨ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ଘର ପୁଇଁତଳା ବ୍ଳକ୍‌ ବନ୍ଧପଡ଼ା ପଞ୍ଚାୟତର ଜଡ଼ଜଡ଼ ଗାଁରେ ବୋଲି ଜଣାପଡିଛି । ୨ ଆକ୍ରାନ୍ତ…

ଲକଡାଉନ୍-୪ ପାଇଁ ଆସିଲା ସରକାରଙ୍କ ଗାଇଡଲାଇନ୍

ନୂଆଦିଲ୍ଲୀ,୧୭ ।୫: ସାରା ଦେଶରେ ମେ ୩୧ ପର୍ଯ୍ୟନ୍ତ ବଢିଲା ଲକ୍-ଡାଉନ୍ ଅବଧି । ଲକଡାଉନ୍-୪କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ହୋଇଛି ଗାଇଡଲାଇନ୍ । ନୂଆ ଗାଇଡ୍ ଲାଇନ୍ ଅନୁସାରେ, ଦେଶରେ ମେଟ୍ରେସେବା, ସ୍କୁଲ, କଲେଜ…

ବାତ୍ୟାକୁ ନେଇ କଣ କହିଲେ ଏସଆରସି?

ଭୁବନେଶ୍ୱର,୧୭ ।୫(ଓଡିଶା ଭାସ୍କର): ବାତ୍ୟା ‘ଅମ୍ଫାନ’କୁ ନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର ବା ଏସଆରସି ପ୍ରଦୀପ ଜେନା ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ପାରାଦୀପଠାରୁ ୯୬୦ କିମି…

ସାରା ଦେଶରେ ବଢିଲା ଲକ୍-ଡାଉନ୍ ଅବଧି

ନୂଆଦିଲ୍ଲୀ,୧୭ ।୫: ମେ ୩୧ ପର୍ଯ୍ୟନ୍ତ ଲକ୍-ଡାଉନ୍ ବଢାଇବାକୁ ନିର୍ଦ୍ଦେଶ ଦେଇଛି ନ୍ୟାସନାଲ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟି ବା ଏନଡିଏମଏ । ଡିଜାଷ୍ଟର ମ୍ୟାନେଜମେଣ୍ଟ ଅ୍ଧଳ । ୨୦୦୫ ଅନୁଯାୟୀ ଏହି ନିର୍ଦ୍ଦେଶ…