ଖୁଲମ୍ଖୁଲା ମଦ ବିକ୍ରିକୁ ଲଗାମ୍ ଲଗାଇବାକୁ ଆକ୍ସନ୍ ମୋଡ଼ରେ ପୋଲିସ: ୨୨୪ ବୋତଲ ବିଦେଶୀ ମଦ ଜବତ, ୫ ଗିରଫ
ରାଜଗାଙ୍ଗପୁର (ଭାସ୍କର ନ୍ୟୁଜ୍): ରାଜଗାଙ୍ଗପୁର ସହରରେ ବେଆଇନ୍ ମଦ ଓ ଡ୍ରଗ୍ସ କରବାରକୁ ରାଜଗାଙ୍ଗପୁର ପୋଲିସ ଚାଲେଞ୍ଜ କରି ଚଲାଇଲେ କିଛି ବେପାରୀ। ସହରରେ ଥିବା ବିଭିନ୍ନ ଢ଼ାବା ମାନଙ୍କରେ ଚାଲିଥିଲା ଖୁଲମ୍ ଖୁଲା…