CHARIDHAM

ପଞ୍ଜଶିର ଉପରେ ହମଲା କରିବାକୁ ଆସି ଟଳି ପଡିଲେ ୩୫୦ ତାଲିବାନୀ, ଜୀବନ୍ତ ଧରା ପଡିଲେ ୪୦ : ନଦର୍ଣ୍ଣ ଅଲାୟନ୍ସ

କାବୁଲ : ଆମେରିକା ସେନା ଫେରିଯିବା ପରେ ପଞ୍ଜଶିର ଘାଟିକୁ ଛାଡି ପୂରା ଆଫଗାନିସ୍ତାନ ତାଲିବାନ କବଜାରେ ରହିଛି । ପଞ୍ଜଶିରକୁ ଦଖଲ କରିବା ପାଇଁ ସୋମବାରଠୁ ତାଲିବାନ ଓ ନଦର୍ଣ୍ଣ ଅଲାୟନ୍ସ ମଧ୍ୟରେ ଲଢେଇ ଜାରି ରହିଛି ।…

ଆହୁରି ମହଙ୍ଗା ହେଲା ଏଲପିଜି ସିଲିଣ୍ଡର, ରାହୁଲ କହିଲେ-ସରକାର ଜନତାଙ୍କୁ ଭୋକିଲା ପେଟରେ ଶୋଇବାକୁ ବାଧ୍ୟ କରୁଛି

ନୂଆଦିଲ୍ଲୀ : ଦିନକୁ ଦିନ ବଢିବାରେ ଲାଗିଛି ଘରୋଇ ଏଲପିଜି ସିଲିଣ୍ଡରର ଦର । ଏହାର ଦାମ ବଢି ବଢି ଏବେ ଆକାଶଛୁଆଁ ରହିଛି । ଗତ ୧୫ ଦିନରେ ଅଣ ସବସିଡି ଏଲପିଜି ସିଲିଣ୍ଡରର ଦାମ ୫୦ ଟଙ୍କା ବୃଦ୍ଧି ଘଟିଲାଣି । ଆଜି…

ବାୟୁ ପ୍ରଦୂଷଣ କାରଣରୁ ୪୦ ପ୍ରତିଶତ ଭାରତୀୟଙ୍କ ଆୟୁଷ କମିପାରେ ୯ ବର୍ଷ : ରିପୋର୍ଟ

ନୂଆଦିଲ୍ଲୀ : ଦୁନିଆରେ ଦିନକୁ ଦିନ ବାୟୁ ପ୍ରଦୂଷଣ ବଢିବାରେ ଲାଗିଛି । ଏହି କାରଣରୁ ଲୋକଙ୍କ ଆୟୁଷ ମଧ୍ୟ କମିବାରେ ଲାଗିଛି । ଏହାକୁ ନେଇ ଏକ ଆମେରିକୀୟ ରିସର୍ଚ୍ଚ ଗ୍ରୁପର ସଦ୍ୟତମ ରିପୋର୍ଟରେ ଦାବି କରାଯାଇଛି ଯେ,…

ସ୍ୱାମୀ ରାଜ କୁନ୍ଦ୍ରାଙ୍କ ଘର ଛାଡି ଅଲଗା ରହିବାକୁ ପ୍ଲାନିଂ କରୁଛନ୍ତି ଶିଳ୍ପା !

ମୁମ୍ବାଇ: ବ୍ୟବସାୟୀ ତଥା ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା ଗତ ଗୁଲାଇ ୧୯ରୁ ଗିରଫ ହୋଇ ଜେଲରେ ଅଛନ୍ତି । ପୋର୍ଣ୍ଣୋଗ୍ରାଫୀ ମାମଲାରେ ନାଁ ଆସିବା ପରଠାରୁ ଶିଳ୍ପା ଶେଟ୍ଟୀ ଲଗାତାର ଭାବେ…

ଆଜିଙ୍କ୍ୟ ରାହାଣେଙ୍କ ହାତରୁ ଖସିପାରେ ଉପ ଅଧିନାୟକ ପଦ ! ସବୁଠୁ ସଫଳ ଅଧିନାୟକଙ୍କୁ ମିଳିପାରେ ଦାୟିତ୍ୱ

ଓଭାଲ : ଭାରତୀୟ କ୍ରିକେଟ୍ ଦଳ ତୃତୀୟ ଟେଷ୍ଟରେ ଇନିଂସ ପରାଜୟବରଣ ଭୋଗିଛି । ଏହା ପରେ ଚତୁର୍ଥ ଟେଷ୍ଟରେ ଦଳରେ ବଡ ପରିବର୍ତ୍ତନ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ଅଧିନାୟକ ବିରାଟ କୋହଲି ମଧ୍ୟ ଏହାର ସଙ୍କେତ ଦେଇ…

ଗାନ୍ଧୀ-ନେହେରୁ ପରିବାର ପ୍ରତି ଅଶ୍ଳୀଳ ମନ୍ତବ୍ୟ ଅଭିଯୋଗ, ଅଭିନେତ୍ରୀ ପାୟଲ ରୋହତଗିଙ୍କ ନାଁରେ ମାମଲା

ନୂଆଦିଲ୍ଲୀ: ଅଭିନେତ୍ରୀ ପାୟଲ ରୋହତଗିଙ୍କ ବିରୋଧରେ ପୁଣେରେ ଏକ ମାମଲା ରୁଜୁ ହୋଇଛି । ନେହେରୁ-ଗାନ୍ଧୀ ପରିବାରର ଲୋକଙ୍କ ପ୍ରତି ଅଶ୍ଳୀଳ ମନ୍ତବ୍ୟ ପାଇଁ ଅଭିନେତ୍ରୀଙ୍କ ଉପରେ ଏହି ମାମଲା ହୋଇଛି । ମହାତ୍ମା ଗାନ୍ଧୀ,…

ଗୁପଚୁପକୁ ନେଇ ସ୍ୱାମୀଙ୍କ ସହ ଝଗଡା, ବିଷ ପିଇ ଆତ୍ମହତ୍ୟା କଲେ ମହିଳା

ପୁଣେ : ଝିମିଟି ଖେଳରୁ ମହାଭାରତ । ଏହି ଉକ୍ତିଟି ଆମର ଦୈନନ୍ଦୀନ ଜୀବନରେ ସାଧାରଣ କଥାରେ ପରିଣତ ହୋଇଗଲାଣି । ଛୋଟ ଛୋଟ କଥାକୁ ନେଇ ବଡ ଘଟଣା ଘଟିଯିବା ନିତିଦିନିଆ କଥାରେ ପରିଣତ ହୋଇଗଲାଣି । ଏମିତି ଏକ ଘଟଣା ଯେଉଁଠି…

ଭାରତ ପ୍ରସଙ୍ଗରେ ପାକିସ୍ତାନକୁ ଝଟକା ଦେଲା ତାଲିବାନ, କହିଲା- କାଶ୍ମୀର ମାମଲାରେ ଆମେ ଦଖଲ ଦେବୁ ନାହିଁ

ନୂଆଦିଲ୍ଲୀ : ଆଫଗାନିସ୍ତାନରୁ ଆମେରିକା ଓ ନାଟୋ ସୈନିକ ଫେରି ଯାଇଛନ୍ତି । ଏଥିସହ ୧୯ ବର୍ଷ, ୧୦ ମାସ ଓ ୨୫ ଦିନ ପରେ ଅର୍ଥାତ ୨୦ ବର୍ଷ ପରେ ପୁଣି ଥରେ ଆଫଗାନିସ୍ତାନକୁ ସଂପୂର୍ଣ୍ଣ ଭାବେ ଦଖଲ କରିଛି ତାଲିବାନ ।…

ରାଜ୍ୟର ୬୪ ପୋଲିସ ଅଧିକାରୀ ପାଇବେ ମୁଖ୍ୟମନ୍ତ୍ରୀ ମେଡାଲ, ଦେଖନ୍ତୁ ଲିଷ୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ୬୪ ପୋଲିସ ଅଧିକାରୀଙ୍କୁ ଦିଆଯିବ ମୁଖ୍ୟମନ୍ତ୍ରୀ ମେଡାଲ । ୫T ଅଧିନରେ ତଦନ୍ତରେ ଉତ୍କର୍ଷତା ପାଇଁ ଏହି ମେଡାଲ ପାଇବେ ଅଧିକାରୀ । ରାଜ୍ୟସ୍ତରୀୟ ଆୱାର୍ଡ କମିଟିର ଅନୁମୋଦନ…

ମୌସୁମୀ ଅଧିବେଶନ ଆରମ୍ଭରୁ ହୋହଲ୍ଲା, ୧୨ଟା ୩୪ ପର୍ଯ୍ୟନ୍ତ ଗୃହ ମୁଲତବୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭାର ମୌସୁମୀ ଆଧିବେଶନ । କିନ୍ତୁ ଅଧିବେଶନର ଆରମ୍ଭରୁ ହୋହଲ୍ଲା ଦେଖିବାକୁ ମିଳିଛି । ଗୃହର ମଧ୍ୟଭାଗକୁ ଆସି କଂଗ୍ରେସ ସଦସ୍ୟ ହୋହଲ୍ଲା କରିଥିଲେ ।…