୧୦ ହଜାରକୁ 10K ଲେଖାଯାଉଛି କିନ୍ତୁ 10T ନୁହେଁ ? ରୋଚକ ରହିଛି ଏହା ପଛର କାହାଣୀ
ନୂଆଦିଲ୍ଲୀ: ଦୁନିଆରେ ସର୍ଟ ଫର୍ମର ବ୍ୟବହାର ଏତେ ମାତ୍ରାରେ ବଢ଼ିଯାଇଛି ଯେ, ଲୋକମାନେ ସଂଖ୍ୟାକୁ ବି ସର୍ଟ ଫର୍ମରେ ହିଁ ଲେଖୁଛନ୍ତି । ଯଦି ୧୦ ହଜାର ଓ ୧୦ ମିଲିୟନ୍ ଲେଖିବାକୁ କୁହାଯାଉଛି ତେବେ 10K ଓ 10M ଲେଖାଯାଉଛି…