ମୋଦୀ-ପୁଟିନ୍ ଆଲୋଚନା; ୪୫ ମିନିଟ୍ ଯାଏଁ ଚାଲିଥିଲା ଏହି ପ୍ରସଙ୍ଗ ଉପରେ ଚର୍ଚ୍ଚା

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ଜାରି ରହିଥିବା ସଙ୍କଟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଋଷ ରାଷ୍ଟ୍ରପତି ପୁଟିନ୍ ଙ୍କ ସହିତ ଫୋନ୍ ଯୋଗେ କଥା ହୋଇଛନ୍ତି । ଦୁହିଁଙ୍କ କଥାବାର୍ତ୍ତା ୪୫ ମିନିଟ୍ ପର୍ଯ୍ୟନ୍ତ ଜାରି…

ଟାଟା-ଅମ୍ବାନୀ ପାଖରେ ନାହିଁ ଏହି ଅଭିନେତାଙ୍କ ପରି ମହଙ୍ଗା କାର୍, ଜାଣନ୍ତୁ କିଏ ଏହି ହିରୋ

ମୁମ୍ବାଇ: ବଲିଉଡ୍ ଷ୍ଟାର୍ ମାନଙ୍କ ଠାରୁ ଆରମ୍ଭ କ୍ରିକେଟ୍ ସେଲିବ୍ରିଟି ପର୍ଯ୍ୟନ୍ତ ସମସ୍ତେ ଦାମୀ ଓ ଆରାମଦାୟକ କାର୍ ଚଢ଼ିବାକୁ ପସନ୍ଦ କରିଥାନ୍ତି । ଏହି ଷ୍ଟାର୍ ମାନେ ନିଜର ସଉକ୍ ପୂରା କରିବା ପାଇଁ ଦାମୀ ଦାମୀ…

ରାଜ୍ୟରେ ବର୍ଷାକୁ ନେଇ ଏପରି କହିଲେ ଆଇଏମଡି ଡିଜି

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ ମୌସୁମୀ ଉଭାନ ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ସେ କହିଛନ୍ତି ଯେ, ‘ଓଡ଼ିଶାରେ ଏଯାଏ ମୋଟ ୩୩% ନିଅଣ୍ଟିଆ ବର୍ଷା ହୋଇଛି…

କାବୁଲରେ ୟୁକ୍ରେନ୍ ପ୍ଲେନ୍ ହେଲା ହାଇଜାକ୍, ୟୁକ୍ରେନୀ ନାଗରିକଙ୍କୁ ଯୁଦ୍ଧଗ୍ରସ୍ତ ଦେଶରୁ ବାହାର କରିବା ପାଇଁ ଆସିଥିଲା ବିମାନ

କାବୁଲ: ଆଫଗାନିସ୍ତାନରେ ଏବେ ଯୁଦ୍ଧ ପରିସ୍ଥିତି ଲାଗି ରହିଛି । ଇତି ମଧ୍ୟରେ କାବୁଲରେ ଏକ ୟୁକ୍ରେନ ବିମାନକୁ ଅଜଣା ଲୋକ ହାଇଜାକ୍ କରିଛନ୍ତି। ଏହି ବିମାନ ୟୁକ୍ରେନୀ ନାଗରିକମାନଙ୍କୁ ସ୍ଥାନାନ୍ତର କରିବା ପାଇଁ…

ଆଜି ୪ଟାରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ

ଭୁବନେଶ୍ୱର, (ଓଡିଶା ଭାସ୍କର): ଆଜି ଅପରାହ୍ନ ୪ଟାରେ ବାହାରିବ ମାଟ୍ରିକ ରେଜଲ୍ଟ । ମାଟ୍ରିକ ରେଜଲ୍ଟ ପ୍ରକାଶ ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଚଳିତଥର ଅଫଲାଇନରେ ମୋଟ୍ ୧୫, ୧୩୬ ଜଣ ଛାତ୍ରଛାତ୍ରୀ…

ଅଫଗାନ୍ ସଙ୍କଟ କାରଣରୁ ପୁଣିଥରେ ଦୁନିଆସାରା ବ୍ୟାପିପାରେ ପୋଲିଓ, ଭାରତ ଉପରେ ବି ରହିଛି ବିପଦ

ନୂଆଦିଲ୍ଲୀ: କରୋନା ମହାମାରୀ ମଧ୍ୟରେ ଆଫଗାନିସ୍ତାନରେ ତାଲିବାନି ମାନେ କବଜା କରିବାରେ ଗୋଟେପଟେ ଏହି ମହାମାରୀ ବ୍ୟାପିବାର ଆଶଙ୍କା ଆହୁରି ବଢ଼ିଯାଇଛି । ଅନ୍ୟପଟେ ପୋଲିଓ ଭାଇରସ୍ ବି ବ୍ୟାପିବାର ଆଶଙ୍କା ବୃଦ୍ଧି ପାଇଛି…

ଜାତି ଭିତ୍ତିକ ଜନଗଣନାକୁ ନେଇ ବିଜେଡ଼ିର ଦାବି, ଏପରି କହିଲେ ରଣେନ୍ଦ୍ର ଓ ଅରୁଣ

ଭୁବନେଶ୍ୱର, (ଓଡିଶା ଭାସ୍କର): ଜାତି ଭିତ୍ତିକ ଜନଗଣନା ଦାବି କରିଛି ବିଜୁ ଜନତା ଦଳ । ଏନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ଅରୁଣ ସାହୁ । ପ୍ରେସମିଟରେ…

ବୋହୂର ଭଡ଼ାଟିଆଙ୍କ ସହ ଥିଲା ପାପ ସମ୍ପର୍କ, ଶ୍ୱଶୁର ରାଗରେ ଆସି ବୋହୂ ସମେତ ୪ଜଣଙ୍କୁ କଲା ବିଭତ୍ସ ହତ୍ୟା

ନୂଆଦିଲ୍ଲୀ: କାଳ ହେଲା ପାପ ସମ୍ପର୍କ । ଭଡ଼ାଟିଆଙ୍କ ସହିତ ବୋହୂର ଅନୈତିକ ସମ୍ପର୍କ ନେଇ ଶ୍ୱଶୁର ସନ୍ଦେହ କରିଥିଲେ । ଏହାପରେ ବୋହୂ ସମେତ ୪ଜଣ ଭଡ଼ାଟିଆଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ଶ୍ୱଶୁର । ମୃତକଙ୍କ…

ଏହି ୩ଟି ରାଶିର ବ୍ୟକ୍ତିବିଶେଷ ମାନେ କରିଥାନ୍ତି ଲଭ୍ ମ୍ୟାରେଜ୍, ପ୍ରେମ ମାମଲାରେ ରହିଥାନ୍ତି ଆଗରେ

ଓଡ଼ିଶା ଭାସ୍କର ବ୍ୟୁରୋ: ସମୟ ବଦଳିବା ସହିତ ଲୋକମାନଙ୍କ ଜୀବନଶୈଳୀରେ ବି ପରିବର୍ତ୍ତନ ଆସିଯାଇଛି । ଆଜିକା ସମୟରେ ସମସ୍ତେ ଚାହାଁନ୍ତି ନିଜ ଇଚ୍ଛା ଅନୁସାରେ ଜୀବନ ସାଥୀ ବାଛିବା ପାଇଁ । ତେଣୁ ଯୁବକ ଯୁବତୀ ମାନେ ଲଭ୍…

ଆସିଲା ବିଏମସିର ନୂଆ ଗାଇଡଲାଇନ୍

ଭୁବନେଶ୍ୱର, (ଓଡିଶା ଭାସ୍କର): କରୋନାର ଦ୍ୱିତୀୟ ଲହର ପରେ ତୃତୀୟ ଲହରକୁ ନେଇ ଛାନିଆ ପଶିଛି । ଏହାରି ମଦ୍ୟରେ ଧର୍ମାନୁଷ୍ଠାନ ପ୍ରବେଶ ପାଇଁ ଭୁବନେଶ୍ୱର ମହାନଗର ନିଗମ ବା ବିଏମସି ପକ୍ଷରୁ ନୂଆ ଗାଇଡଲାଇନ୍ ଜାରି…