ଆଜିଠୁ ଟୋକିଓ ପାରାଅଲିମ୍ପିକ୍ସ -୨୦୨୦ : ଭାରତର ଲକ୍ଷ୍ୟ ସର୍ବାଧିକ ପଦକ

ନୂଆଦିଲ୍ଲୀ (ଭାସ୍କର ନ୍ୟୁଜ୍):  ଆଜିଠୁ ନ୍ୟାସନାଲ ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି ଟୋକିଓ ପାରାଲିମ୍ପିକ୍ସ-୨୦୨୦ । ସମ୍ରାଟ ନାରୁହିଟୋ କ୍ରୀଡ଼ାକୁ ଉଦ୍‌ଘାଟନି କାର୍ଯ୍ୟକ୍ରମ ରହିଛି । ବିଶ୍ୱର ୧୬୩ଟି ଦେଶରୁ ମୋଟ୍‌…

ଓଭର୍‌ ଲୋଡ଼ିଂ ଯୋଗୁଁ ଭାରସାମ୍ୟ ହରାଇ ଓଲଟିଲା କାଠବୋଝେଇ ଟ୍ରକ୍, ଜଣେ ଆହତ

ରାଇଘର (ଭାସ୍କର ନ୍ୟୁଜ୍‌): ନବରଙ୍ଗପୁର ଜିଲ୍ଲା ରାଇଘର ସଦର ମହକୁମା ସ୍ଥିତ ଜଗନ୍ନାଥ ମନ୍ଦିର ନିକଟରେ ଥିବା ସନ୍ତୋଷୀ ପେଟ୍ରୋଲ ଟ୍ୟାଙ୍କ ନିକଟରେ ଗୋଟାଏ ନୀଳଗିରି ଭର୍ତ୍ତି ଟ୍ରକ୍‌ ଗାଡ଼ି ନଂ ସିଜି୪ଜେଡି୫୩୭୭…

୫ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ, ୨୬ରେ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌) : ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର (ଆର୍‌ଏସ୍‌ଏସ୍‌) ସରସଂଘଚାଳକ ଡ.ମୋହନ ଭାଗବତ ୫ ଦିନିଆ ଓଡିଶା ଗସ୍ତରେ ଆସି ମଙ୍ଗଳବାର ଭୁବନେଶ୍ୱରରେ ପହଞ୍ଚିବେ । ସେ ପାଞ୍ଚ ଦିନିଆ ଓଡିଶା ପ୍ରବାସ…

କୋଭିଡ୍ ସଂକ୍ରମଣ ଚେନ୍‌ ଭାଙ୍ଗିବାକୁ ରେଳ ବିଭାଗର ସ୍ୱତନ୍ତ୍ର ବ୍ୟବସ୍ଥା: ୩୧ ପର୍ଯ୍ୟନ୍ତ ୧୨ ଟ୍ରେନ୍‌ ବାତିଲ୍‌

ଭୁବନେଶ୍ୱର (ଭାସ୍କର ନ୍ୟୁଜ) : କୋଭିଡ୧୯ ସଂକ୍ରମଣର ଶୃଙ୍ଖଳା ଭାଙ୍ଗିବା ଏବଂ କୋଭିଡ୧୯ ମହାମାରୀ ସମୟରେ ଟ୍ରେନର ଖରାପ ପୃଷ୍ଠପୋଷକତାକୁ ଦୃଷ୍ଟିରେ ରଖି ୧୨ଟି ସ୍ୱତନ୍ତ୍ର ଟ୍ରେନ୍‌ ବାତିଲ୍‌ କରିବାକୁ ନିଷ୍ପତି…

ଅକ୍ଟୋବରରେ ପିକ୍ ଛୁଇଁପାରେ ତୃତୀୟ ଲହର ! ଶିଶୁ ଆକ୍ରାନ୍ତ ହେବାର ସମ୍ଭାବନା ଅଧିକ

ନୂଆଦିଲ୍ଲୀ/ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): ଆସନ୍ତା ଅକ୍ଟୋବରରେ ଆସିପାରେ କରୋନାର ତୃତୀୟ ଲହର । ବଢିପାରେ ଦୈନିକ କରୋନା ସଂକ୍ରମଣ ମାମଲା । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ)କୁ ଏନେଇ ସତର୍କ କରାଇଛି ଗୃହ…

ସାପକୁ ରାଖୀ ବାନ୍ଧିଥାନ୍ତା ଭଉଣୀ; ଚୋଟରେ ଗଲା ଭାଇର ପ୍ରାଣ

ନୂଆଦିଲ୍ଲୀ: ରାଖୀ ପୂର୍ଣ୍ଣିମାରେ ବିହାରରେ ଘଟି ଯାଇଛି ଏକ ଅଭାବନୀୟ ଘଟଣା। ଭଉଣୀ ସାପ ଦେହରେ ରାଖୀ ବାନ୍ଧିଥାନ୍ତା, ମାତ୍ର ସାପ ଚୋଟ ନେଇ ଯାଇଛି ଭାଇର ପ୍ରାଣ। ଭଉଣୀ ରାଖୀ ବାନ୍ଧିବା ପୂର୍ବରୁ ସାପକୁ ହାତରେ ଧରି…

NMP ରେ ୪ ବର୍ଷରେ ମିଳିବ ୬ ଲକ୍ଷ କୋଟି; ନିର୍ମଳା ସୀତାରମଣଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ପକ୍ଷରୁ ସୋମବାର ଏକ ବଡ଼ ଘୋଷଣା କରାଯାଇଛି। ବିଭିନ୍ନ ଭିତ୍ତଭୂମିର ଉନ୍ନତି ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ଘୋଷଣା କରାଯାଇଛି। ଆସନ୍ତା ୪ ବର୍ଷ ମଧ୍ୟରେ ନ୍ୟାସନାଲ…

ଘରେ ବୁଢୀଆଣି ଜାଲ ରହିଲେ ଦେଖାଦେଇଥାଏ ଏହିସବୁ ସମସ୍ୟା

ଓଡିଶା ଭାସ୍କର ବ୍ୟୁରୋ : ଅନେକ ସମୟରେ ବାସ୍ତୁ ଜନିତ ସମସ୍ୟା କାରଣରୁ ଘରେ ଟଙ୍କା ପଇସାର ଅଭାବ ଦେଖା ଦେଇଥାଏ ବୋଲି ଶାସ୍ତ୍ରରେ ମାନ୍ୟତା ରହିଛି। ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରେ ଥିବା କେତେକ ଜିନିଷ କାରଣରୁ ଏହି…

ଜମି ଜାଲିଆତିରେ ମାମଲାରେ ଗିରଫ ହେଲେ ତହସିଲଦାର୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ବସୁନ୍ଧରା ଯୋଜନା ଜମି ଜାଲିଆତି ମାମଲାରେ ଆଜି ଜଣେ ତହସିଲଦାର୍ ଆଜି ଗିରଫ ହୋଇଛନ୍ତି । ତହସିଲଦାର୍ ଙ୍କ ସମେତ ୪ ଜଣ ଆରଆଇ ମଧ୍ୟ ଗିରଫ ହୋଇଥିବା ଜଣାପଡ଼ିଛି । କୁଜଙ୍ଗର…

ତାଲିବାନିଙ୍କ କବଜା ପରେ ଭାରତ-ଆଫଗାନିସ୍ତାନର ବ୍ୟାପାର ବୁଡ଼ିଲା; ଏହିସବୁ ଜିନିଷର ହୋଇପାରେ ଅଭାବ, ଜାଣନ୍ତୁ କଣ

ନୂଆଦିଲ୍ଲୀ: ଆଫଗାନିସ୍ତାନ ଉପରେ ତାଲିବାନି ମାନେ କବଜା କରି ବସିଛନ୍ତି । ସେଠାକାର ପରିସ୍ଥିତି ଖୁବ୍ ଖରାପ ରହିଛି । ଏହାପରେ ଅନେକ ଦେଶ ଆଫଗାନିସ୍ତାନ ସହିତ ସମ୍ପର୍କ ତୁଟାଇ ଦେଇଛନ୍ତି । ତେବେ ଆଫଗାନିସ୍ତାନ ହେଉଛି…