ଆଫଗାନିସ୍ତାନରେ ଭାରତକୁ ଝଟକା ଦେବେ ରୁଷ୍ ଓ ଚୀନ୍; ତାଲିବାନ ସରକାରକୁ ଉଭୟ ରାଷ୍ଟ୍ରର ସମ୍ମତି!
ଓଡ଼ିଶା ଭାସ୍କର ବ୍ୟୁରୋ: ଆଫଗାନିସ୍ତାନକୁ ତାଲିବାନୀ ନିଜ ଅକ୍ତିଆରକୁ ନେବା ପରେ ଅନେକ ଦେଶ କାବୁଲରୁ ନିଜ ଦୂତାବାସ ବନ୍ଦ କରିଦେଇଛନ୍ତି । ଏଥିସହ ନିଜ ଦେଶର ନାଗରିକକୁ ସୁରକ୍ଷିତ ଫେରାଇବା ପାଇଁ ଉଦ୍ୟମ କରୁଛନ୍ତି ।…