ତିନିରଙ୍ଗେ ସଜେଇ ହୋଇଛି କମିସନରେଟ୍ ପୋଲିସ୍ କାର୍ଯ୍ୟାଳୟ, ଲାଗିଛି ଗହଳି
ଓଡ଼ିଶା ଭାସ୍କର ବ୍ୟୁରୋ: ସ୍ଵାଧୀନତା ଦିବସ ପାଇଁ ନୂଆ ରୂପରେ ସଜେଇ ହୋଇଛି କମିସନରେଟ୍ ପୋଲିସ୍ ମୁଖ୍ୟ କାର୍ଯ୍ୟାଳୟ। ତିରଙ୍ଗା ସମାନ ତିନି ରଙ୍ଗରେ ଆଲୋକମାଳା ଖୁବ୍ ଆକର୍ଷଣୀୟ ହୋଇପାରିଛି। ଖାଲି ସେତିକି ନୁହେଁ…