ଏପରି ମାସ୍କ, ଯାହା କରୋନା ଭାଇରସକୁ ବି କରିଦେବ ସଫା

ବିଶ୍ୱରେ ତୀବ୍ର ଭାବେ ବ୍ୟାପୁଥିବା କରୋନା ସଂକ୍ରମଣକୁ ରୋକିବା ପାଇଁ ସିଏମଏମସିଆରଆଇର ବୈଜ୍ଞାନିକମାନେ ଏକ ପ୍ରଭାବଶାଳୀ ଉପାୟ ଖୋଜିସାରିଛନ୍ତି । କେନ୍ଦ୍ରୀୟ ଲୁଣ ଓ ସାମୁଦ୍ରିକ ରସାୟନ ଅନୁସନ୍ଧାନ ସଂସ୍ଥା ଗୁଜୁରାଟ…

ପୂର୍ବତନ ମନ୍ତ୍ରୀ ସହରାଇ ଓରାମଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର, ୧୭ା୪(ଓଡ଼ିଶା ଭାସ୍କର): ପୂର୍ବତନ ମନ୍ତ୍ରୀ ଓ ଚମ୍ପୁଆ ବିଧାୟକ ସହରାଇ ଓରାମଙ୍କ ପରଲୋକ ଘଟିଛି । ତାଙ୍କର ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିବା ସହ ସମବେଦନା ଜଣାଇଛନ୍ତି ।  ସେ…

ଅସୁସ୍ଥ ପୁଅକୁ ଦେଖିବାକୁ ପାଇଁ ୩ ଦିନରେ ୬ ରାଜ୍ୟ ପାର କରି ରାଜସ୍ଥାନରେ ପହଞ୍ଚିଲେ ମହିଳା

ପିଲାଙ୍କ ପାଇଁ ଅସମ୍ଭବ କାର୍ଯ୍ୟକୁ ବି ସମ୍ଭବ କରିଥାଏ ଜଣେ ମା । ସେହିଭଳି କେରଳର ଜଣେ ୫୦ ବର୍ଷୀୟ ମହିଳା ବିଏସଏଫରେ ଥିବା ନିଜର ଅସୁସ୍ଥ ପୁଅକୁ ଦେଖିବା ପାଇଁ ୩ ଦିନରେ ୬ ଟି ରାଜ୍ୟ ପାର କରି ରାଜସ୍ଥାନରେ…

ରାଜ୍ୟରେ କମିଛି କରୋନା ପଜିଟିଭ୍ ହାର

ଭୁବନେଶ୍ୱର, ୧୭ା୪(ଓଡ଼ିଶା ଭାସ୍କର): ପ୍ରତିଦିନ ପରି ଆଜି ମଧ୍ୟ କରୋନା ସମ୍ପର୍କିତ ଅପଡ଼େଟ ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତି ଯେ ପୁରୀଠାରେ ୨ଶହ ଶଯ୍ୟା ବିଶିଷ୍ଟ କୋଭିଡ଼ ହସ୍ପିଟାଲ ପ୍ରସ୍ତୁତ…

ପ୍ରାଇଭେଟ୍ ସ୍କୁଲଗୁଡିକ ମନଇଛା ବଢାଇପାରିବେନି ଫି

ନୂଆଦିଲ୍ଲୀ,୧୭ ।୪: ଲକ୍-ଡାଉନ୍ ସମୟରେ ଅଭିଭାବକମାନଙ୍କଠାରୁ ଆସୁଥିବା ଅଭିଯୋଗକୁ ଭିତ୍ତି କରି ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ତଥା ଶିକ୍ଷାମନ୍ତ୍ରୀ ମନୀଷ ସିସୋଡିଆ ପ୍ରାଇଭେଟ୍ ବିଦ୍ୟାଳୟ ପାଇଁ କଡା ନିୟମ କରିଛନ୍ତି । ସେ…

ଆରପାରିରେ ପୂର୍ବତନ ବିଧାୟକ ସହରାଇ ଓରାମ

ଭୁବନେଶ୍ୱର, ୧୭ା୪(ଓଡ଼ିଶା ଭାସ୍କର): ପୂର୍ବତନ ମନ୍ତ୍ରୀ ଓ ଚମ୍ପୁଆ ବିଧାୟକ ସହରାଇ ଓରାମଙ୍କ ପରଲୋକ ଘଟିଛି । କେନ୍ଦୁଝରର ଭଦ୍ରାସାହି ବାସଭବନରେ ତାଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୦ବର୍ଷ ବୟସ ହୋଇଥିଲା…

ମେ ସୁଦ୍ଧା ପ୍ରସ୍ତୁତ କରାଯାଇପାରିବ ୧୦ଲକ୍ଷ ରାପିଡ଼ ଟେଷ୍ଟିଂ କିଟ୍

ନୂଆଦିଲ୍ଲୀ, ୧୭ା୪: ପ୍ରତିଦିନ ପରି ଆଜି ମଧ୍ୟ କରୋନା ସମ୍ପର୍କିତ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ । ସେ କହିଛନ୍ତି ଯେ ତାଲାବନ୍ଦରେ ଲଘୁ ବନ ଉତ୍ପାଦ…

ଲକ୍-ଡାଡନ୍ ନିୟମ ଭାଙ୍ଗିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ, ଧୁମଧାମରେ କଲେ ପୁଅର ବିବାହ

ସାରା ଦେଶରେ ଲକ୍-ଡାଉନ୍ ଲାଗୁ ହୋଇଥିବା ବେଳେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀଙ୍କ ପୁଅ ନିଖିଲ ଗତ ଶୁକ୍ରବାର ବିବାହ କରିଛନ୍ତି । ଲକ୍-ଡାଉନ୍ ଯୋଗୁଁ କର୍ଣ୍ଣାଟକ ସରକାର ଏହି ଭିଭିଆଇପି ବିବାହ…