ଟିମ୍ ଇଣ୍ଡିଆ ପାଇଁ ଖେଳିସାରିଥିବା ଏହି କ୍ରିକେଟର ଉପରେ ଜୋରିମାନା, ଜାଣନ୍ତୁ କାହିଁକି?

ସିମଲା,୧୦ ।୪:ଭାରତୀୟ କ୍ରିକେଟ ଦଳରେ ଖେଳିସାରିଥିବା କ୍ରିକେଟର ଋଷି ଧୱନଙ୍କ ଉପରେ ଜୋରିମାନା ଲଗାଇଛି ହିମାଚଳ ପ୍ରଦେଶର ପୋଲିସ । ସହରରେ କର୍ଫ୍ୟୁ ଉଲ୍ଲଙ୍ଘନ କରିଥିବାରୁ ଧୱନଙ୍କ ଉପରେ ଏହି ଜୋରିମାନା ଲାଗିଥିବା…

ରାଜ୍ୟରେ ୩୨୪୯ ନମୁନା ପରୀକ୍ଷା କରାଯାଇଥିବା ବେଳେ ପଜିଟିଭ୍ ବାହାରିଛି ୪୮

ଭୁବନେଶ୍ୱର, ୧୦ା୪(ଓଡ଼ିଶା ଭାସ୍କର): ପ୍ରତିଦିନ ପରି ଆଜି ମଧ୍ୟ କରୋନା ସମ୍ପର୍କିତ ଅପଡ଼େଟ ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତି ଯେ ୨୪ଘଣ୍ଟା ମଧ୍ୟରେ କରୋନା ନେଇ ଗୁଜବ ଏବଂ ଲକ୍ ଡାଉନ ନିୟମ ଭାଙ୍ଗି…

ଦେଶରେ ୨୪ଘଣ୍ଟାରେ ୬୭୮ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ, ୧୦ା୪: ପ୍ରତିଦିନ ପରି କରୋନା ସମ୍ପର୍କିତ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ । ସେ କହିଛନ୍ତି ଯେ କରୋନା ପ୍ରଭାବିତ ଦେଶରୁ ଭାରତୀୟଙ୍କୁ…

ଓଡିଶା ମାଗିଲା କ୍ଲୋରୋକ୍ୱିନ୍, ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା

ଭୁବନେଶ୍ୱର,୧୦ ।୪(ଓଡିଶା ଭାସ୍କର): କରୋନା ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ ସହ ଆଲୋଚନା କରିଛନ୍ତି ରାଜ୍ୟସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ଭିଡିଓ କନଫରେନ୍ସିଂ ଜରିଆରେ ଦୁଇ ମନ୍ତ୍ରୀ କରୋନା…

କରୋନାରେ ଭାରତକୁ ବରବାଦ କରିବାକୁ ନେପାଳରୁ ଚକ୍ରାନ୍ତ

ପାଟଣା, ୧୦ା୪: ସାରା ବିଶ୍ୱ ସମେତ ଭାରତରେ କରୋନା ଭାଇରସ୍ ନିଜ ତାଣ୍ଡବ ଜାରି ରଖିଛି । ଏହି ଭାଇରସର ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାରଙ୍କ ସମେତ ବିଭିନ୍ନ ରାଜ୍ୟ ସରକାର ପ୍ରାଣପଣେ ଉଦ୍ୟମ ଜାରି ରଖିଛନ୍ତି ।…

କୋଭିଡ଼-୧୯ର ପରୀକ୍ଷା ପାଇଁ ଏମକେସିଜିକୁ ଅନୁମତି

ବ୍ରହ୍ମପୁର, ୧୦ା୪(ଓଡ଼ିଶା ଭାସ୍କର): ଆଜି ବ୍ରହ୍ମପୁର ସ୍ଥିତ କୋଭିଡ଼-୧୯ର ପରୀକ୍ଷା ପାଇଁ ଏମକେସିଜିକୁ ଅନୁମତି ମିଳିଛି । ଏମକେସିଜିକୁ ଅନୁମତି ଦେଇଛି ଦିଲ୍ଲୀ ଆଇସିଏମଆର । ଦକ୍ଷିଣ ଓଡ଼ିଶାରେ କରୋନା ପରୀକ୍ଷାରେ ସହାୟକ…

ଲକ୍-ଡାଉନର ମଜାକ୍: ଚପଲକୁ ବନ୍ଦୀରେ ରଖି ପରସ୍ପର ସହ କଥା ହେବାକୁ ଲାଗିଲେ ଲୋକେ

ଲକ୍-ଡାଉନ୍ ସମୟରେ ଲୋକଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ଗରିବଙ୍କ ଜନଧନ ଆକାଉଣ୍ଟକୁ ଟଙ୍କା ପଠାଇଛନ୍ତି ମୋଦୀ ସରକାର । ଏନେଇ ବ୍ୟାଙ୍କରୁ ଟଙ୍କା ଉଠାଇବାକୁ ଲୋକଙ୍କ ଲମ୍ବା ଗହଳି ଲାଗିରହିଛି । କିନ୍ତୁ ଉତ୍ତରପ୍ରଦେଶ…