ସେନା ପ୍ରତ୍ୟାହାର ପରେ ବି ଆମେରିକା ଦେଲା ତାଲିବାନଙ୍କୁ କଡ଼ା ଜବାବ୍, ଏୟାର ଷ୍ଟ୍ରାଇକରେ ୫୭୨ ଆତଙ୍କବାଦୀ ନିପାତ୍, ଦେଖନ୍ତୁ ଧମାକା ସମୟର…
ନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନର ଆତଙ୍କରାଜ ମଧ୍ୟରେ ଆମେରିକା ତାଲିବାନ ଉପରେ ଏୟାର ଷ୍ଟ୍ରାଇକ୍ କରିଛି । ରବିବାର ୟୁଏସର ଲଢୁଆ ବିମାନ ବି-୫୨ ବମ୍ବର ଆତଙ୍କବାଦୀଙ୍କ ଉପରେ ବୋମା ବର୍ଷା କରିଛି । ଯାହା ଫଳରେ…