Breaking News ହକିରେ ଭାରତକୁ ମିଳିଲା ଐତିହାସିକ ବ୍ରୋଞ୍ଜ, ୪୧ ବର୍ଷ ପରେ ଜିତିଲା ପଦକ Sushreejyoti Routray Aug 5, 2021 ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସର ଆଜି ୧୪ତମ ଦିବସ । ଟୋକିଓ ଅଲିମ୍ପିକ୍ସରେ ଆଜି ଇତିହାସ ରଚିଛି ଭାରତ । ଅଲିମ୍ପିକ୍ସ ପୁରୁଷ ହକିରେ ଭାରତକୁ ମିଳିଛି ଐତିହାସିକ ବ୍ରୋଞ୍ଜ ପଦକ । ଜର୍ମାନୀକୁ ହରାଇ ବ୍ରୋଞ୍ଜ ପଦକ…
Breaking News ରାଜ୍ୟରେ କରୋନା ନେଲା ୬୮ ମୁଣ୍ଡ, ଖୋର୍ଦ୍ଧାରୁ ସର୍ବାଧିକ Sushreejyoti Routray Aug 5, 2021 ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ମୃତ୍ୟୁକୁ ନେଇ ପ୍ରଶାସନ ଓ ଜନସାଧାରଣ ଆଶଙ୍କା ମଧ୍ୟରେ ରହିଛନ୍ତି । ଗତକାଲି ଅପେକ୍ଷା ଆଜି ଦୈନିକ କୋଭିଡ୍ ସଂକ୍ରମଣ ସାମାନ୍ୟ ବୃଦ୍ଧି ପାଇଛି । ଗତ କିଛି ଦିନ ହେଲା…
Breaking News ବାହାଘର ପାର୍ଟି ଚାଲିଥିବା ବେଳେ ଆକାଶରୁ ଖସିଲା ମୃତ୍ୟୁ: ବଜ୍ରପାତରେ ଆଖିବୁଜିଲେ ୧୬ ଜଣ, ବର ଆହତ Abinash Kumar Dhal Aug 5, 2021 ଢାକା (ଭାସ୍କର ନ୍ୟୁଜ୍): ବାହାଘର ପାର୍ଟି ଚାଲିଥିବା ବେଳେ ଆକାଶରୁ ଖସିଛି ମୃତ୍ୟୁ । ମାତ୍ର କିଛି ସେକେଣ୍ଡ ମଧ୍ୟରେ ଘନଘନ ବିଜୁଳି ମାଡ଼ ହେବାରୁ ୧୬ ଜଣଙ୍କ ମୃତ୍ୟୁ ଘଟିଛି । ଏହି ବିଜୁଳି ମାଡ଼ରେ ବର ଗୁରୁତର ଆହତ…
Breaking News ଆଜି ରାଜ୍ୟରେ ୧୩୪୨ କରୋନା ପଜିଟିଭ୍, ଜାଣନ୍ତୁ କେଉଁଠୁ କେତେ Sushreejyoti Routray Aug 5, 2021 ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କ୍ରମଶଃ କରୋନାର ସ୍ଥିତି ସ୍ୱାଭାବିକ ହେବାରେ ଲାଗିଥିଲେ ହେଁ ଆଶଙ୍କା ହଟିନାହିଁ । ତେଣୁ ଏହାକୁ ନଜରରେ ରଖି ବିଏମସି ପକ୍ଷରୁ ରାଜଧାନୀ ଭୁବନେଶ୍ୱରର ସମସ୍ତ ସରକାରୀ ଓ…
Breaking News ପ୍ରେମିକାକୁ କାର୍ ଉପରେ ବାନ୍ଧି ବୁଲାଇଲା ସାରା ସହର, ଭିଡିଓ ଭାଇରାଲ Sushreejyoti Routray Aug 5, 2021 ମସ୍କୋ: ରୁଷରେ ଜଣେ ଦମ୍ପତ୍ତିଙ୍କ ଏକ ଅଦ୍ଭୁତ ଟ୍ରଷ୍ଟ ଟେଷ୍ଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଦୁହେଁ ଦୁହିଁଙ୍କ ଉପରେ କେତେ ଭରସା କରନ୍ତି, ସେନେଇ ଦମ୍ପତ୍ତି ଚଳନ୍ତା ଗାଡ଼ିରେ ଷ୍ଟଣ୍ଟ୍ ପ୍ରଦର୍ଶନ…
Featured ଟ୍ୟାଙ୍କର ଧକ୍କାରେ ରାତ୍ରି ଜଗୁଆଳୀଙ୍କ ମୃତ୍ୟୁ, ଡ୍ରାଇଭରକୁ କାବୁ କରି ପୁଲିସ ଜିମା ଦେଲେ ସ୍ଥାନୀୟଲୋକ Abinash Kumar Dhal Aug 5, 2021 ନିଶ୍ଚିନ୍ତକୋଇଲି (ଭାସ୍କର ନ୍ୟୁଜ୍): ନିଶ୍ଚିନ୍ତକୋଇଲି ବ୍ଲକ କଟକଚା ଚାନ୍ଦବାଲି ରାସ୍ତାର କଟିକଟା ବଜାରରେ ଏକ ଟ୍ୟାଙ୍କର ଧକ୍କାରେ ରାତ୍ରି ଜଗୁଆଳିଙ୍କର ମୃତ୍ୟୁ ହୋଇଛି । ଲୋକେ ଦୁର୍ଘଟଣା ଘଟାଇଥିବା ଟ୍ୟାଙ୍କର…
Breaking News ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ ଏସବିଆଇର ଗ୍ରାହକଙ୍କ ପାଇଁ ଖୁସି ଖବର, ଜାଣନ୍ତୁ କ’ଣ Sushreejyoti Routray Aug 5, 2021 ନୂଆଦିଲ୍ଲୀ: ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ ଏସବିଆଇର ଗ୍ରାହକଙ୍କ ପାଇଁ ଆସିଛି ଏକ ଖୁସି ଖବର । ବ୍ୟାଙ୍କ ନିଜର ଗ୍ରାହକଙ୍କ ହୋମ୍ ଲୋନର ପ୍ରୋସେସିଙ୍ଗ ଶୁଳ୍କକୁ ଛାଡ କରିଛି । ବ୍ୟାଙ୍କ ତରଫରୁ ଦିଆଯାଇଥିବା ସୂଚନା…
Breaking News ଆସନ୍ତା ୧୦ରେ ଖୋଲିବ ପଠାଣିସାମନ୍ତ ପ୍ଲାନେଟାରିୟମ୍ Abinash Kumar Dhal Aug 5, 2021 ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍): ଆସନ୍ତା ୧୦ ତାରିଖରେ ଖୋଲିବ ପଠାଣିସାମନ୍ତ ପ୍ଲାନେଟାରିୟମ୍ ଓ ଡ.ଏପିଜେ ଅବଦୁଲ କଲାମ ପ୍ଲାନେଟାରିୟମ୍। କୋଭିଡ୍ ଗାଇଡଲାଇନ୍ ଅନୁଯାୟୀ ସର୍ବସାଧାରଣଙ୍କ ପାଇଁ ଖୋଲାଯିବ। ଏନେଇ ପଠାଣି…
Featured ରାସ୍ତାରେ ଭ୍ୟାନ୍ ଛାଡ଼ି ଚମ୍ପଟ୍ ମାରିଲେ ଡ୍ରାଇଭର, ୩ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ବିଦେଶୀ ମଦ ସହ ୨ ଭ୍ୟାନ୍ ଜବତ କଲା ଚାନ୍ଦପୁର ପୋଲିସ Abinash Kumar Dhal Aug 5, 2021 ରଣପୁର (ଭାସ୍କର ନ୍ୟୁଜ୍): ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ୧୬ନଂ ଜାତୀୟ ରାଜପଥ ଦେଇ ଅନେକ ଚୋରା ବେଆଇନ୍ ବିଦେଶୀ ମଦ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଥିଲା । ଯାହାକୁ ନେଇ ନୟାଗଡ ଜିଲ୍ଲା ଆରକ୍ଷୀ ଅଧିକ୍ଷକ…
Breaking News ନିଲମ୍ବିତ ହେଲେ ଜୟପାଟଣା ଥାନାର ୪ ପୋଲିସ ଅଧିକାରୀ Sushreejyoti Routray Aug 5, 2021 କଳାହାଣ୍ଡି(ଓଡ଼ିଶା ଭାସ୍କର): କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନାର ୪ ପୋଲିସ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି । ସେମାନଙ୍କ ମଧ୍ୟରେ ଏଏସଆଇ ସନ୍ତୋଷ ସାହୁ, ୨ କନଷ୍ଟେବଲ ତଥା ସୂର୍ଯ୍ୟ ମିଶ୍ର ଓ ହେମନ୍ତ ବାଗ୍ ଥିବା…