ରାଜ୍ୟସଭାରୁ ସସପେଣ୍ଡ୍ ହେଲେ ସାଂସଦ ଶାନ୍ତନୁ ସେନ୍, ଅଶ୍ୱିନୀ ବୈଷ୍ଣବଙ୍କ ଠାରୁ…
ନୂଆଦିଲ୍ଲୀ: ରାଜ୍ୟସଭାରେ ଟିଏମସି ସାଂସଦ ଶାନ୍ତନୁ ସେନଙ୍କୁ ସସପେଣ୍ଡ୍ କରାଯାଇଛି । ଚଳିତ ଅଧିବେଶନର ଅବଶିଷ୍ଟ ସମୟ ପାଇଁ ତାଙ୍କୁ ସସପେଣ୍ଡ କରାଯାଇଥିବା ଜଣାପଡିଛି । ତେବେ କେନ୍ଦ୍ର ସଞ୍ଚାର ମନ୍ତ୍ରୀ ଅଶ୍ୱିନୀ…