୪୦ କୋଟି ଲୋକ ଏବେବି ବିପଦରେ ; ଜାଣନ୍ତୁ କେତେ ଜଣଙ୍କ ଶରୀରରେ ରହିଛି ଆଣ୍ଟିବଡି
ନୂଆଦିଲ୍ଲୀ: ଭାରତର ଦୁଇ ତୃତୀୟାଂଶ ଲୋକଙ୍କ ଶରୀରରେ ସୃଷ୍ଟି ହୋଇଛି ଆଣ୍ଟିବଡି । ମଙ୍ଗଳବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ କରାଯାଇଥିବା ସର୍ବେକ୍ଷଣ ରିପୋର୍ଟ ଅନୁସାରେ ଦେଶର ୬୭ ପ୍ରତିଶତ ଲୋକଙ୍କ…