ଶରୀରରୁ ଝାଳକୁ ଶେଷ କରିବାକୁ ଅପରେସନ କରିଥିଲେ ଫିଟନେସ୍ ମଡେଲ୍, କିନ୍ତୁ ଚାଲିଗଲା ଜୀବନ

ଶରୀରରୁ ଲଗାତାର ଭାବେ ବାହାରୁଥିବା ଝାଳକୁ ରୋକିବା ପାଇଁ ଅପରେସନ କରିବା ଜଣେ ଫିଟନେସ ମଡେଲଙ୍କୁ ମହଙ୍ଗା ପଡ଼ିଛି । ଯେଉଁ କାରଣରୁ ତାଙ୍କର ମୃତ୍ୟୁ ଘଟିଛି । ସେ ହେଉଛନ୍ତି ଲୋକପ୍ରିୟ ମ୍ୟାକ୍ସିକନ ଫିଟନେସ୍…

ପୁଣି କଟକ ଫ୍ୟାମିଲି କୋର୍ଟ ମଧ୍ୟସ୍ଥତା କେନ୍ଦ୍ରକୁ ଆସିଲେନି ବର୍ଷା, ଅନୁଭବ ନିରାଶ

 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଜେଡି ସାଂସଦ ଅନୁଭବ ଓ ପତ୍ନୀ ବର୍ଷା ପାରିବାରିକ ବିବାଦ ମାମଲା ଥମିବାର ନାଁ ଧରୁନାହିଁ । ଆଜି ପୁଣି ଥରେ ଅବୁଭବ କଟକ ଫ୍ୟାମିଲି କୋର୍ଟ ମଧ୍ୟସ୍ଥତା କେନ୍ଦ୍ରରେ ହଜାର ହୋଇଥିଳେ କିନ୍ତୁ…

ବଢିଲା ଅନୀଲ ଦେଶମୁଖଙ୍କ ଅଡୁଆ: ସମ୍ପତ୍ତି ଆଟାଚ୍ କଲା ଇଡି

ନୂଆଦିଲ୍ଲୀ: ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ଅଡୁଆ ବଢିବାରେ ଲାଗିଛି । ଶୁକ୍ରବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଅନୀଲଙ୍କୁ ୪ କୋଟିର ସମ୍ପତ୍ତିକୁ ଆଟାଚ୍ କରାଯାଇଛି । ଅର୍ଥ ହେରଫେର…

ଜନ୍ମ ହେଲା ୩ ମୁଣ୍ଡ ଥିବା ଶିଶୁ, ବ୍ରହ୍ମାଙ୍କ ଅବତାର କହି ପୂଜିଲେ ଲୋକେ

ନୂଆଦିଲ୍ଲୀ: ଦୁନିଆରେ ଅଦ୍ଭୁଦ ଆକାରର ଶିଶୁ ଜନ୍ମ ହେବା କଥା ଆପଣ ଶୁଣିଥିବେ । ଗର୍ଭଧାରଣ ସମୟରେ କୌଣସି କାରଣରୁ ବେଳେବେଳେ ଭିନ୍ନ ଆକୃତିର ଶିଶୁ ଜନ୍ମ ହୋଇଥାନ୍ତି । ଲୋକେ ଏହାକୁ ଭଗବାନଙ୍କ ଆଶୀର୍ବାଦ ବୋଲି…

୧୧୫ କୋଟିର ଜିଏସଟି ଠକେଇ: ୧୬ ନକଲି କମ୍ପାନୀ ନାଁରେ ଟ୍ୟାକ୍ସ ଚଳୁ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟରେ ଏକ ବଡ ଧରଣର ଜିଏସଟି ଠକେଇକୁ ଧରିବାରେ ସଫଳ ହୋଇଛି ଆୟକର ବିଭାଗ । ୧୧୫ କୋଟି ଟଙ୍କାର ଜିଏସଟି ଠକେଇ ମାମଲାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ୬୪୧ କୋଟି ଟଙ୍କାର ବ୍ୟବସାୟରେ…

ଜେଲ ସଂସ୍କାରରେ ୫ଟି ବ୍ୟବସ୍ଥା: କଏଦୀଙ୍କୁ ମିଳିବ ଏହି ସବୁ ସୁବିଧା

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ପକ୍ଷରୁ ଶୁକ୍ରବାର ଜେଲ ସଂସ୍କାରକୁ ନେଇ ଏକାଧିକ ବଡ ଘୋଷଣା କରାଯାଇଛି । ଜେଲ ସଂସ୍କାରରେ ୫ଟି ବ୍ୟବସ୍ଥା ଲାଗୁ କରାଯିବା ସହିତ ଜେଲର ବହୁବିଧ ଉନ୍ନତି ପାଇଁ ସରକାର…

ଆସିଗଲା ସ୍ମାର୍ଟ ସିଲିଣ୍ଡର, ଚୁଟକିରେ ଜାଣି ପାରିବେ କେତେ ଗ୍ୟାସ୍ ବଞ୍ଚିଛି

ନୂଆଦିଲ୍ଲୀ: ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ (ଆଇଓସିଏଲ୍) ନିଜର ଗ୍ରାହକଙ୍କ ପାଇଁ ନୁତନ ସ୍ମାର୍ଟ ଏଲପିଜି ଗ୍ୟାସ୍ ସିଲିଣ୍ଡର୍ ଆଣିଛି । ଏହାର ନାମ ହେଉଛି କମ୍ପୋଜିଟ୍ ସିଲିଣ୍ଡର । ଏହାର ଖାସ୍ କଥା ହେଉଛି…

ବ୍ରାଣ୍ଡେଡ୍ ମଦ ନାଁରେ ବିଷ ଛାଡୁଥିଲେ ବଜାରକୁ, ବନ୍ଧାହେଲେ ୪ ଜଣ

ବାଲେଶ୍ୱର(ଓଡ଼ିଶା ଭାସ୍କର): ପୁଣି ଧରାପଡ଼ିଲା ନକଲି ମଦ କାରଖାନା । ଠାବ ହେଲା ପେଟି ପେଟି ଡୁପ୍ଲିକେଟ୍ ମତ ବୋତଲ । ଏଥିସହ ବୋତଲ, ଠିପି, ଷ୍ଟିକର୍ ଆଦି ସରଞ୍ଜାମ ମିଳିଛି । ବ୍ରାଣ୍ଡେଡ୍ କମ୍ପାନି ନାଁରେ ବଜାରକୁ…

ଜମ୍ମୁ ଏୟାର ବେସରେ ନିୟୋଜିତ ହେଲା ଆଣ୍ଟି-ଡ୍ରୋନ ରାଡାର, ଡ୍ରୋନ ଗତିବିଧି ଉପରେ ରଖିବ ନଜର

ନୂଆଦିଲ୍ଲୀ: ସୁରକ୍ଷା ସଂସ୍ଥାକୁ ମିଳିଛି ବଡ଼ ସଫଳତା । ଜାତୀୟ ସୁରକ୍ଷା କର୍ମୀ(ଏନଏସଜି) ଦ୍ୱାରା ଜମ୍ମୁ ଏୟାର ବେସଠାରେ ଆଣ୍ଟି-ଡ୍ରୋନ ସିଷ୍ଟମ ନିୟୋଜିତ କରାଯାଇଛି । ଏହି ସିଷ୍ଟମ ଦ୍ୱାରା ତିନି କିଲୋମିଟର ଦୂରରୁ ମଧ୍ୟ…

ଅନ୍ୟ ଭାରିଆଣ୍ଟ ଅପେକ୍ଷା ଡେଲ୍ଟା ଯୋଗୁଁ ଅଧିକାଂଶ ଭାରତୀୟ ସଂକ୍ରମିତ

ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ୱିତୀୟ ଜାରି ରହିଥିବା ବେଳେ ତୃତୀୟ ଲହରକୁ ନେଇ ଭୟ ସୃଷ୍ଟି ହୋଇଛି । ଏଭଳି ପରିସ୍ଥିତିରେ ଅନ୍ୟ ଭାରିଆଣ୍ଟ ଅପେକ୍ଷା ଡେଲଟା ଯୋଗୁଁ ଅଧିକାଂଶ ଭାରତୀୟ ସଂକ୍ରମିତ ହେଉଛନ୍ତି । ଆଇସିଏମଆର…