ବଢୁଛି ତାତି! ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ଜାଣନ୍ତୁ କେଉଁ କେଉଁ ଜିଲ୍ଲା?

ଭୁବନେଶ୍ୱର,୩୦ ।୩(ଓଡିଶା ଭାସ୍କର): ଧିରେ ଧିରେ ବଢୁଛି ତାତି । ରାଜ୍ୟରେ ଗ୍ରୀଷ୍ମପ୍ରବାହ ନେଇ ପାଣିପାଗ ବିଭାଗ ପକ୍ଷରୁ ସର୍ତକ ସୂଚନା ଦିଆଯାଇଛି । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ୨ ଡିଗ୍ରୀ ବୃଦ୍ଧି ପାଇପାରେ ଦିନର…

ପିପିଲି ପାଇଁ ଆସିଲା ବିଜେପି ଷ୍ଟାର ପ୍ରଚାରକ ତାଲିକା

ପିପିଲି,୩୦ ।୩(ଓଡିଶା ଭାସ୍କର): ପିପିଲି ଉପନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର ଆରମ୍ଭ ହେବାରେ ଲାଗିଛି । ଏହାରି ମଧ୍ୟରେ ବିଜେପିର ଷ୍ଟାର ପ୍ରଚାରକ ତାଲିକା ଘୋଷଣା ହୋଇଛି । ୩୦ ଜଣିଆ ପ୍ରଚାରକ ତାଲିକା ଘୋଷଣା କରିଛି…

ଟେନସନ୍! ଗୁରୁବାରଠାରୁ ମହଙ୍ଗା ହେବାକୁ ଯାଉଛି ଏହି ସାମଗ୍ରୀ, ଜାଣନ୍ତୁ କ’ଣ ଓ କେତେ?

ନୂଆଦିଲ୍ଲୀ: କରୋନା କାଳରେ ଦରଦାମ୍ ବୃଦ୍ଧିକୁ ନେଇ ସାଧାରଣ ଜନତା ଅସ୍ତବ୍ୟସ୍ତ ହୋଇପଡିଲେଣି । ଏହାରି ମଧ୍ୟରେ ଏପ୍ରିଲ ମାସରୁ ପୁଣି କିଛି ସାମଗ୍ରୀ ମହଙ୍ଗା ହେବାକୁ ଯାଉଛି । ପେଟ୍ରୋଲ, ଡିଜେଲ, ଗ୍ୟାସ ସିଲିଣ୍ଡର ଆଦିର…

ନୂଆପଡାବାସୀଙ୍କୁ ଛତିଶଗଡ ମନା, ଜାଣନ୍ତୁ କାହିଁକି?

ନୂଆପଡା,୩୦ ।୩(ଓଡିଶା ଭାସ୍କର): ରାଜ୍ୟରେ ପୁଣି ଥରେ କରୋନା ମହାମାରୀ ବଢିବାରେ ଲାଗିଛି । କରୋନା ସଂକ୍ରମଣ ପାଇଁ ନୂଆପଡାବାସୀ ଆଉ ଛତିଶଗଡ ଯାଇପାରିବେନି । ନୂଆପଡାରୁ ଛତିଶଗଡକୁ ବସ୍ ଚଳାଚଳ ବନ୍ଦ କରିଛି ପ୍ରଶାସନ ।…

ରାଜ୍ୟରେ ପୁଣି ୨୧୮ ଜଣ ପଜିଟିଭ ଚିହ୍ନଟ , ଜାଣନ୍ତୁ କେଉଁଠୁ କେତେ

ଭୁବନେଶ୍ୱର, ୩୦ ।୩ (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହା ମଧ୍ୟରେ ଆଜି ପୁଣି ୨୧୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୨୯ ଓ ସ୍ଥାନୀୟ…

ଗର୍ଭବତୀଙ୍କୁ ଚଲାଇବା ଘଟଣାରେ ୨ କନେଷ୍ଟବଳଙ୍କୁ ବଦଳି  

ମୟୂରଭଞ୍ଜ, ୩୦ ।୩(ଓଡିଶା ଭାସ୍କର) : ହେଲମେଟ୍ ଚେକିଂ ବେଳେ ଗର୍ଭବତୀଙ୍କୁ ଚଲାଇବା ଘଟଣାରେ ନିଆଯାଇଛି ଦୃଢ଼ କାର୍ଯ୍ୟାନୁଷ୍ଠାନ । ଏହି ମାମଲାରେ ଡ୍ୟୁଟିରେ ଥିବା ୨ କନେଷ୍ଟବଳଙ୍କୁ ଅନ୍ୟତ୍ର ବଦଳି କରାଯାଇଛି । ୨…