ପ୍ରତି ମିନିଟରେ ଦୁନିଆରେ ଅନାହାରରେ ପ୍ରାଣ ହରାଉଛନ୍ତି ୧୧ ଜଣ, ବିକଟ ସ୍ଥିତିର ସାମ୍ନା କରୁଛନ୍ତି ୧୫.୫ କୋଟି
ନୂଆଦିଲ୍ଲୀ: ଦୁନିଆରେ ଅନାହାରରେ ପ୍ରତି ମିନିଟ୍ ରେ ପ୍ରାଣ ହରାଉଛନ୍ତି ୧୧ ଜଣ ଲୋକ ଓ ଗତ ୧ ବର୍ଷ ମଧ୍ୟରେ ଅନାହାର ଜନିତ ସମସ୍ୟା ଦେଇ ଗତି କରୁଥିବା ଲୋକଙ୍କ ସଂଖ୍ୟା ଛଅଗୁଣ ବଢ଼ିଯାଇଛି । ଗରିବ ନିରୋଧୀ ସଂଗଠନ…