ଜ୍ୱର, କାଶ ନଥିଲେ ବି ରୁହନ୍ତୁ ସାବଧାନ: ନୂଆ କରୋନା ଷ୍ଟ୍ରେନରେ ଦେଖାଦେଇଥାଏ ଏହିସବୁ ଭୟଙ୍କର ଲକ୍ଷଣ

ଦେଶରେ ଦୈନିକ ଏକ ଲକ୍ଷରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଥଣ୍ଡା, ଜ୍ୱର, କାଶ ଆଦି ଏହି ମହାମାରୀର ସାଧାରଣ ଲକ୍ଷଣ ବୋଲି ଆମେ ପୂର୍ବରୁ ଜାଣିଛେ । ମାତ୍ର ସଂପ୍ରତି କରୋନାର ନୂଆ ଷ୍ଟ୍ରେନର ନୂଅ ଲକ୍ଷଣ…

ଲିଫ୍ଟ ବ୍ୟବହାର କରିବା ସମୟରେ ଏହି ଦିଗ ପ୍ରତି ନିଶ୍ଚୟ ଧ୍ୟାନ ଦିଅନ୍ତୁ

ଆଜିକାଲି ପ୍ରତ୍ୟେକ ବହୁତଳ ପ୍ରାସାଦମାନଙ୍କରେ ଲିଫ୍ଟର ବହୁଳ ବ୍ୟବହାର କରାଯାଉଛି । ଲୋକମାନେ କଷ୍ଟ କରି ସିଢ଼ିରେ ଯିବା ଅପେକ୍ଷା ଆରାମରେ ଲିଫ୍ଟରେ ଯିବାକୁ ବେଶୀ ପସନ୍ଦ କରୁଛନ୍ତି । ଲିଫ୍ଟରେ ଯିବା ଦ୍ୱାରା ଆମେ କମ…

ସର୍ଜରୀ ପରେ ରାଷ୍ଟ୍ରପତି ଭବନକୁ ଫେରିଲେ ରାମନାଥ କୋବିନ୍ଦ

ନୁଆଦିଲ୍ଲୀ, ୧୨ା୪ (ଓଡିଶା ଭାସ୍କର) : ବାଇପାସ୍ ସର୍ଜରୀ ପରେ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏନେଇ ସେ ନିଜେ ଟୁଇଟ୍ କରି ସୁଚନା ଦେଇଛନ୍ତି । ସେ ଆଜି ଟୁଇଟ୍ କରି କହିଛନ୍ତି ଯେ,…

ହସ୍ପିଟାଲରୁ ଡିସଚାର୍ଜ ହେଲେ ମିଷ୍ଟର ଖିଲାଡ଼ି

ମୁମ୍ବାଇ ୧୨ା୪ (ଓଡିଶା ଭାସ୍କର) : ହସ୍ପିଟାଲରୁ ଡିସଚାର୍ଜ ହେଲେ ବଲିଉଡ଼ ଅଭିନେତା  ଖିଲାଡ଼ି ଅକ୍ଷୟ କୁମାର । କରୋନାରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିବା ଅକ୍ଷୟ କୁମାର ଦୀର୍ଘ ୭ ଦିନ ପରେ ଘରକୁ ଫେରିଛନ୍ତି । ଏନେଇ…

ପିପିଲିରେ ମୁଖ୍ୟମନ୍ତ୍ରୀଙ୍କ ଭର୍ଚୁଆଲ ପ୍ରଚାର,କରୋନା ପରେ ପିପିଲିବାସୀଙ୍କୁ ଭେଟ କରିବାକୁ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ୧୨ା୪ (ଓଡିଶା ଭାସ୍କର) : ପିପିଲିରେ ମୁଖ୍ୟମନ୍ତ୍ରୀଙ୍କ ଭର୍ଚୁଆଲ ପ୍ରଚାର ଆରମ୍ଭ ହୋଇଯାଇଛି । ଆସନ୍ତା ୧୭ ତାରିଖରେ ପିପିଲିରେ ହେବାକୁ ଥିବା ଉପନିର୍ବାଚନ ପାଇଁ ବିଜେଡ଼ି ସୁପ୍ରିମୋ ଭର୍ଚୁଆଲ୍ ମାଧ୍ୟମରେ…

‘ଅନୁପମା’ଙ୍କ ଶାଶୁ ଲୀଲା ଏବଂ ବୋହୂ କିଞ୍ଜଲ କରୋନା ଆକ୍ରାନ୍ତ

ମୁମ୍ବାଇ ୧୨ା୪ (ଓଡିଶା ଭାସ୍କର) : ଦେଶରେ ଏବେ ଚାରିଆଡ଼େ କରୋନାର ଦ୍ୱିତୀୟ ଲହର ଚାଲିଛି । କରୋନାରେ ସବୁଠାରୁ ଖରାପ ସ୍ଥିତିରେ ମୁମ୍ବାଇ ସହର ରହିଛି । ମୁମ୍ବାଇରେ ଥିବା ବଲିଉଡ଼ ଏବଂ ଟିଭି ଇଣ୍ଡଷ୍ଟ୍ରିରେ କରୋନା ସଙ୍କଟ…

ଦୁଇ ଘଣ୍ଟାରୁ କମ୍ ସମୟ ପାଇଁ ବିମାନରେ ଯାତ୍ରା କରୁଥିଲେ ମିଳିବନି ଖାଦ୍ୟ

ନୁଆଦିଲ୍ଲୀ ୧୨ା୪ (ଓଡିଶା ଭାସ୍କର) : ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସୋମବାର ବୋର୍ଡ ବିମାନରେ ଖାଦ୍ୟ ଯୋଗାଣର ସ୍ଥିତି ସମୀକ୍ଷା କରିଛନ୍ତି । ଦୁଇଘଣ୍ଟାରୁ କମ୍ ସମୟ ପାଇଁ ଘରୋଇ ବିମାନ ଯାତ୍ରାରେ ଖାଦ୍ୟ…

ବାଗଚୀ-କରୁଣାଶ୍ରୟ ପାଲିଆଟିଭ କେୟାର ସେଣ୍ଟରର ନିର୍ମାଣ ନିମନ୍ତେ ସୁବ୍ରତ ଦେବେ ୧୩୦ କୋଟି

ଭୁବନେଶ୍ୱର, ୧୨ା୪ (ଓଡିଶା ଭାସ୍କର) : ଭୁବନେଶ୍ୱରରେ ବାଗଚୀ-କରୁଣାଶ୍ରୟ ପାଲିଆଟିଭ କେୟାର ସେଣ୍ଟର ପାଇଁ ମଞ୍ଜୁରୀ ମିଳିଛି । ଏହାକୁ ତିଆରି କରିବା ପାଇଁ ସୁବ୍ରତ ବାଗଚୀ ଏବଂ ସ୍ତ୍ରୀ ସୁସ୍ମିତା ବାଗଚୀ ୧୩୦ କୋଟି…

MAMEର ଚେୟାରମ୍ୟାନ୍ ପଦବୀରୁ ଦୀପିକାଙ୍କ ଇସ୍ତଫା

ମୁମ୍ବାଇ ୧୨ା୪ (ଓଡିଶା ଭାସ୍କର) : MAME ର ଚେୟାରମ୍ୟାନ୍ ପଦବୀରୁ ଇସ୍ତଫା ଦେଇଛନ୍ତି ବଲିଉଡ଼୍ ଅଭିନେତ୍ରୀ ଦୀପିକା ପାଦୁକୋନ । ଦୀପିକା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟୁରେ ଏକ ପୋଷ୍ଟ ସେୟାର କରି ସେଥିରେ ସେ ମୁମ୍ବାଇ…