fbpx

ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମଦିବସକୁ ଛୁଟିଦନ ଘୋଷଣା

ଭୁବନେଶ୍ୱର: ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମଦିବସକୁ ଛୁଟିଦିନ ଘୋଷଣା କଲେ ରାଜ୍ୟ ସରକାର । ମେ’ ୧୬ ଜନ୍ମ ଦିବସକୁ ଛୁଟିଦିନ ଭାବେ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ । ମେ’୧୬ ବୈଶାଖ ପୂର୍ଣ୍ଣିମା ଦିନ ପଡ଼ିଥାଏ ପଣ୍ଡିତ ମୁର୍ମୁଙ୍କ ଜନ୍ମଦିନ । ସାନ୍ତାଳି ଭାଷାର ପ୍ରଚାର ଓ ଅଲ୍ଚିକି ଲିପିର ସର୍ଜନା ପାଇଁ ପଣ୍ଡିତ ମୁର୍ମୁ ପରିଚିତ ।

Get real time updates directly on you device, subscribe now.