fbpx

ମଝି ଚିଲିକାରେ ଫସିଲା ପାଟ୍ରୋଲିଂ ଡଙ୍ଗା, ବନ ବିଭାଗର ୪ ଜଣ କର୍ମଚାରୀ ଥିବା ସୂଚନା

କୃଷ୍ଣପ୍ରସାଦ: ମଝି ଚିଲିକାରେ ଫସିଲା ପାଟ୍ରୋଲିଂ ଡଙ୍ଗା । ଯାନ୍ତ୍ରିକ ତୃଟି ଯୋଗୁଁ ପ୍ରାୟ ୨ ଘଣ୍ଟା ହେବ ଫସି ରହିଛି ଡଙ୍ଗା । ପାଟ୍ରୋଲିଂ ଡଙ୍ଗାରେ ବନ ବିଭାଗର ୪ ଜଣ କର୍ମଚାରୀ ଥିବା ଜଣାପଡ଼ିଛି । ଜହ୍ନିକୁଦା ଘାଟରୁ ପାଟ୍ରୋଲିଂ ପାଇଁ ବାହାରିଥିଲା ଡଙ୍ଗା । ସମସ୍ତ କର୍ମଚାରୀ ନୂଆପଡ଼ା ବନ୍ୟପ୍ରାଣୀ କାର୍ଯ୍ୟାଳୟର ବୋଲି ପ୍ରକାଶ ।

Get real time updates directly on you device, subscribe now.