fbpx

ସ୍ଥଗିତ ହେଲା ପିପିଲି ଉପନିର୍ବାଚନ

ଭୁବନେଶ୍ୱର ,୧୪ ।୪ (ଓଡିଶା ଭାସ୍କର)  : ସ୍ଥଗିତ ହେଲା ପିପିଲି ଉପନିର୍ବାଚନ । ନିର୍ବାଚନ କମିସନଙ୍କ ପକ୍ଷରୁ ଏନେଇ ସୁଚନା ଦିଆଯାଇଛି । କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ମୃତ୍ୟୁ ଏପରି ନିଷ୍ପତି ନେଇଛନ୍ତି ନିର୍ବାଚନ କମିସନର । କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ଦେହାନ୍ତ ପରେ ପିପିଲିରେ ସାନି ଉପନିର୍ବାଚନ ତାରିଖ ଘୋଷଣା ହେବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ସୁଚନା ଦେଇଛନ୍ତି । ଜିଲ୍ଲା ରିଟର୍ଣ୍ଣି ଅଫିସର୍ ଙ୍କ ରିପୋର୍ଟ ପରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।

Get real time updates directly on you device, subscribe now.