fbpx

ପୂଜା ବୁଲିବାକୁ ଗଲେ ରାଜଧାନୀରେ ଲୋକଙ୍କ ଘର ଜଗିବ ପୋଲିସ !

ଭୁବନେଶ୍ଵର: (ଓଡ଼ିଶା ଭାସ୍କର) ରାଜଧାନୀରେ ଲୋକଙ୍କ ଘର ଉପରେ ନଜର ରଖିବ ପୋଲିସ । ରାଜଧାନୀରେ ହେଉଥିବା ଚୋରିକୁ ଆଖି ଆଗରେ ରଖି ଭୁବନେଶ୍ୱର ୨ ନମ୍ବର ଜୋନ୍‌ ଏସିପି ଗିରିଜା ଚକ୍ରବର୍ତ୍ତୀଙ୍କ ସୂଚନା । ଆପଣ ପୂଜା ବୁଲିବାକୁ ଯାଉଥିଲେ ଘର ଭଲ ଭାବେ ତାଲା ପକାନ୍ତୁ । ଆଉ ମଧ୍ୟ ଲୋକାଲ ଥାନା ପୋଲିସକୁ ଟିକେ ଜଣାଇ ଦିଅନ୍ତୁ । ଏହାଦ୍ୱାରା ଆମେ ସଂପୃକ୍ତ ଅଞ୍ଚଳରେ ପିସିଆର ଅଧିକ ବୁଲାଇବୁ । ଏହା ସହ ପାଖ ପଡ଼ୋଶୀଙ୍କୁ ମଧ୍ୟ ଟିକେ କହିଦେଇ ଯାଆନ୍ତୁ । ଏଭଳି କହିଛନ୍ତି ଏସିପି ଗିରିଜା ଚକ୍ରବର୍ତ୍ତୀ ।

Get real time updates directly on you device, subscribe now.