Breaking: ପ୍ରସନ୍ନଙ୍କ ବଡ଼ ବୟାନ: ବିଜେଡି ୩ ଫାଳ ହୋଇଗଲେ ବି ପାଣ୍ଡିଆନଙ୍କୁ ନବୀନ ଛାଡ଼ିବେ ନାହିଁ

ଭୁବନେଶ୍ୱର: ବିଜେପି ନେତା ପ୍ରସନ୍ନ ପାଟ୍ଟଶାଣୀଙ୍କ ବଡ଼ ବୟାନ୍ । ପାଣ୍ଡିଆନଙ୍କ ପାଇଁ ତଳକୁ ଗଲାଣି ବିଜେଡି ।

ପାଣ୍ଡିଆନଙ୍କ ବିରୋଧରେ ମୁଁ ପ୍ରଥମେ ମୁହଁ ଖୋଲିଥିଲା । ବିଜେଡି ନେତା ଏବେ ଅଣନିଃଶ୍ୱାସୀ ହୋଇଗଲେଣି ।

ଦଳ ୩ ଭାଗ ହୋଇଯିବ ପଛେ ପାଣ୍ଡିଆନଙ୍କୁ ଛାଡ଼ିବେନି । ନବୀନଙ୍କ ଚେତାବନୀ କିଛି କାମ ଦେବନି ।

ଦଳରୁ ନ ବାହାରିଥିଲେ ପଲିଟିକାଲ ଡେଥ ହୋଇଥାଆନ୍ତା । ଟିକେଟ ପାଣ୍ଡିଆନ ବାଣ୍ଟନ୍ତି, ପରବୁଦ୍ଧିରେ ଚାଲୁଛନ୍ତି ନବୀନ ।

ମୁଁ ଚିଲିକାରୁ ଟିକେଟ୍ ଚାହୁଁଥିଲେ କିନ୍ତୁ ପାଣ୍ଡିଆନ୍ କାଟିଦେଲେ ।