ଏହି ରାଶି ଉପରେ ଧନ ବର୍ଷା କରିବେ ଶୁକ୍ର-ରାହୁ, ଲଗାତର ୩୦ ଦିନ ପର୍ଯ୍ୟନ୍ତ ଲାଗି ରହିବ ଏହି ଶୁଭ ଯୋଗ
ମାଲାମାଲ ହେବେ ୪ ରାଶିର ଲୋକେ । ସବୁଆଶା ହେବ ପୂରା ।
ଓଡ଼ିଶା ଭାସ୍କର: ପାପି ଗ୍ରହ ରାହୁ ଦେଢ଼ ବର୍ଷ ପରେ ଗୋଚର କରିବେ । ଚଳିତ ବର୍ଷ ରାହୁ ମେ ମାସରେ ଗୋଚର କରିବାକୁ ଯାଉଛନ୍ତି । ଏହା ପୂର୍ବରୁ ରାହୁ ଶୁକ୍ରଙ୍କ ସହିତ ଗୋଚର କରୁଥିଲେ । ଯାହା ୪ ରାଶିର ବ୍ୟକ୍ତିଙ୍କୁ ମାଲାମାଲ କରିଦେବେ ।
ଶୁକ୍ର ଗ୍ରହ ଗୋଚର କରି ମୀନ ରାଶିକୁ ସ୍ଥାନ ପରିବର୍ତ୍ତନ କରିବେ । ଏହାଫଳରେ ମୀନ ରାଶିରେ ରାହୁ ଏବଂ ଶୁକ୍ରଙ୍କର ୟୁତି ହେବ । ଏହି ଦୁଇ ଗ୍ରହ ଏକାଠି ରହିବା ଦ୍ୱାରା ରାଶିର ଭୌତିକ ଇଚ୍ଛାକୁ ପୂରା କରିଥାନ୍ତି ।
ଏହି ଯୋଗ ୧୮ ମେ ପର୍ଯ୍ୟନ୍ତ ରହିବ । ଯାହା ୪ ରାଶିକୁ ଭଲ ଫଳ ହେବ । ୩୦ ଦିନ ଭିତରେ ସେମାନଙ୍କୁ ବଡ଼ ଆଶା ପୂରା ହେବାକୁ ଯାଉଛି । ଆର୍ଥିକ ଅବସ୍ଥା ମଧ୍ୟ ଏହି ରାଶିର ବ୍ୟକ୍ତିଙ୍କର ସ୍ୱଚ୍ଛଳ ହେବ ।
ବୃଷ: ରାହୁ ଏବଂ ଶୁକ୍ରଙ୍କ ୟୁତି ପାଇଁ ବୃଷ ରାଶିର ଆୟ ବଢ଼ିବ । ପ୍ରତ୍ୟେକ କାର୍ଯ୍ୟାରେ ଭାଗ୍ୟ ଆପଣଙ୍କ ସାଥ୍ ଦେବ । ସବୁ କାମରେ ସଫଳତା ମିଳିବ । ଚାକିରି କରିଥିବା ଲୋକଙ୍କୁ ବଡ଼ ସଫଳତା ମିଳିବ । ଲେଖାଲେଖି, ଅଭିନୟ ଏବଂ ସଂଙ୍ଗୀତ କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ଭାଗ୍ୟ ବଦଳିବ ।
ମିଥୁନ: ଶୁକ୍ର-ରାହୁ ୟୁତି ପାଇଁ ମିଥୁନ ରାଶିର ଲୋକଙ୍କ ପାଇଁ ଚାକିରିରେ ଏକାଧିକ ସୁଯୋଗ ମିଳିବ । କ୍ୟାରିୟରରେ ସଫଳତା ମିଳିବ । ନୂଆ ଏବଂ ଜୀବନକୁ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି । ଦରମା ବଢ଼ିବ । ଆପଣମାନଙ୍କ ପ୍ରତିଭା ପ୍ରଷ୍ପୁଟିତ ହେବ ।
କନ୍ୟା: ରାହୁ- ଶୁକ୍ର ୟୁତିରେ କନ୍ୟା ରାଶିର ଲୋକଙ୍କୁ ଶୁଭ ଫଳ ମିଳିବ । ଧନ, ସମ୍ପତି ବଢ଼ିବା ସାଙ୍ଗକୁ ସମୃଦ୍ଧି ମଧ୍ୟ ମିଳିବ । ପାରିବାରିକ ଜୀବନ ଶୁଖମୟ ହେବ । ପାର୍ଟନରଙ୍କ ପାଇଁ ପ୍ରେମ ବଢ଼ିବ ।
ରାହୁ ଶୁକ୍ରଙ୍କ ୟୁତି କୁମ୍ଭ ରାଶି ଉପରେ ଭଲ ପ୍ରଭାବ ପକାଇବ । ଆୟ ବଢ଼ିବ । ଏକାଧିକ ସ୍ଥାନରୁ ଧନ ଲାଭ ହେବ । ପରିଶ୍ରମର ଭଲ ଫଳ ମିଳିବ । ଭଲ ଭାବେ ଭାବିଚିନ୍ତି ନିଷ୍ପତ୍ତି ନେଲେ ଭବିଷ୍ୟତରେ ଭଲ ଫଳ ପ୍ରାପ୍ତି ହେବ ।