ଭୁବନେଶ୍ୱର, ୩୦ା୧୧ (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୮୦୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତ ।ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Another 809 Covid patients have recovered and are being discharged on 30.11.2020
82 from Sundargarh
81 from Khordha
61 from Baleswar
53 from Mayurbhanj
51 from Keonjhar
51 from Nuapada
47 from Cuttack
44 from Jagatsinghpur
40 from Sambalpur
38 from Kendrapara
34 from Anugul— H & FW Dept Odisha (@HFWOdisha) November 30, 2020