fbpx

ଜେଲରେ ‘ମୁଲାକାତ’ ପାଇଁ ଅନୁରୋଧ

ଭୁବନେଶ୍ୱର,୧୭ ।୨(ଓଡିଶା ଭାସ୍କର): ରାଜ୍ୟର ସମସ୍ତ ଜେଲରେ ଏବେ ସାମ୍ନାସାମ୍ନି ସାକ୍ଷାତକାର ହୋଇପାରିବ । ଜେଲରେ କଏଦୀଙ୍କ ସାମ୍ନାସାମ୍ନି ସାକ୍ଷାତ କରିପାରିବେ ପରିବାର ଲୋକେ । ଏନେଇ ଜେଲ ଡିଜିଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ସରକାରଙ୍କ ଯୁଗ୍ମ ସଚିବ । ପୂର୍ବରୁ କରୋନା ପାଇଁ କଏଦୀଙ୍କ ସହ ସାମ୍ନାସାମ୍ନି ସାକ୍ଷାତକାରରେ ରୋକ୍ ଲାଗିଥିଲା । କୋଭିଡ କଟକଣା ମଧ୍ୟରେ ଫିଜିକାଲ ମୁଲାକାତ ଆରମ୍ଭ ପାଇଁ ଅନୁମତି ଦେବାକୁ ଅନୁରୋଧ କରିଛନ୍ତି ଯୁଗ୍ମ ସଚିବ ।

Get real time updates directly on you device, subscribe now.