fbpx

ବଢୁଛି ହୀରାକୁଦର ଜଳସ୍ତର : ୬୨୮.୭୯ ଫୁଟ

ସମ୍ବଲପୁର : ହୀରାକୁଦ ଡ୍ୟାମର ସମସ୍ତ ଗେଟ ବନ୍ଦ କରି ଦିଆଯାଇଛି । ଏଠାରେ ଆଉ ଜଳ ନିଷ୍କାସନ ହେଉ ନାହିଁ । ତେବେ ଅନ୍ୟପଟେ ହୀରାକୁଦର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ହୀରାକୁଦ ଡ୍ୟାମର ଜଳସ୍ତର ୬୨୮.୭୯ ଫୁଟ ରହିଛି । ହୀରାକୁଦ ଡ୍ୟାମକୁ ୧ଲକ୍ଷ ୧୫ ହଜାର ୩୭୭ କ୍ୟୁସେକ ଜଳ ପ୍ରବେଶ କରୁଛି ।

Get real time updates directly on you device, subscribe now.