ସ୍ତ୍ରୀ କରୁଥିଲା ଖେଳ, ପ୍ରେମିକ ବାହୁରେ ସ୍ତ୍ରୀକୁ ଦେଖି ସ୍ବାମୀ କାଟିଦେଲା ଗୁପ୍ତାଙ୍କ

ପ୍ରେମିକ ସହ ଖେଳ କରୁଥିଲା ସ୍ତ୍ରୀ । ପ୍ରେମିକ ବାହୁରେ ସ୍ତ୍ରୀକୁ ଦେଖି ସ୍ବାମୀ ହୋଇଗଲା ପାଗଳ । ଆଉ ତା ପରେ...

ଯାଜପୁର: ପ୍ରେମିକ ସହ ଖେଳ କରୁଥିଲା ସ୍ତ୍ରୀ । ପ୍ରେମିକ ବାହୁରେ ସ୍ତ୍ରୀକୁ ଦେଖି ସ୍ବାମୀ ହୋଇଗଲା ପାଗଳ । ଶେଷରେ ବୋଲ୍ଡରେ ପ୍ରଥମେ ପ୍ରେମିକାର କାଟିଲା ଗୁପ୍ତାଙ୍କ । ଆଉ ତାପରେ ସ୍ତ୍ରୀର ବେକ କାଟିବା ସହ ପ୍ରେମିକର ବି କାଟିଲା ବେକ । ଏଭଳି ଏକ ଲୋମଟାଙ୍କୁରା ଘଟଣା ଘଟିଛି ଯାଜପୁର ଜିଲ୍ଲା ସଦର ଥାନା ମାଳ ହାଟ ଗ୍ରାମରେ ।

ତେବେ ସଦର ଥାନା ମାଳହାଟ ନିକଟରୁ ଗୁରୁତର ଅବସ୍ଥାରେ ଦୁହିଁଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଛନ୍ତି ଲୋକେ । ଡାକ୍ତରଖାନାରେ ଦୁହିଁଙ୍କ ଚିକିତ୍ସା ଚାଲିଛି । ତେବେ ସ୍ବାମୀକୁ ଛାଡ଼ି ବର୍ଷେ ହେବ ପ୍ରେମ କରି ଆସୁଥିଲା ସ୍ତ୍ରୀ ।