fbpx

ରାଜ୍ୟ ଯୁବ କଂଗ୍ରେସ ସଭାପତି ହେଲେ ସ୍ମୃତିରଞ୍ଜନ

ଭୁବନେଶ୍ୱର,୧୮ ।୬(ଓଡିଶା ଭାସ୍କର): ସ୍ମୃତିରଞ୍ଜନ ଲେଙ୍କା ହୋଇଛନ୍ତି ରାଜ୍ୟ ଯୁବ କଂଗ୍ରେସ ସଭାପତି । ଲୋକନାଥ ମହାରଥୀଙ୍କ ବଦଳରେ ସ୍ମୃତିରଞ୍ଜନ ଲେଙ୍କାଙ୍କୁ ସଭାପତିର ଦାୟିତ୍ୱ ଦିଆଯାଇଛି । ସ୍ମୃତିରଞ୍ଜନଙ୍କୁ ଭାରତୀୟ ଯୁବ କଂଗ୍ରେସର ସଭାପତି ନିଯୁକ୍ତି ଦେଇଛନ୍ତି । ଅନ୍ୟପଟେ ସ୍ମୃତିରଞ୍ଜନ ଏବେ ଯୁବ କଂଗ୍ରେସର ଜାତୀୟ ସମ୍ପାଦକ ଅଛନ୍ତି ବୋଲି ଜଣାପଡିଛି ।

Get real time updates directly on you device, subscribe now.