fbpx

(Video)ସୋନାଲିକୁ ଗିରଫ କରିବାକୁ ଚାହୁଁନି ପୋଲିସ୍, ଆଉ କେତେ ପ୍ରମାଣ ମିଳିଲେ ଆକ୍ସନ୍ ନେବ- ବରିଷ୍ଠ ଆଇନଜୀବୀ ବନ ମହାନ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମଡେଲ୍ ତଥା ଯୁବ ବ୍ୟବସାୟୀ ସୌମ୍ୟ ଆତ୍ମହତ୍ୟା ଘଟଣାକୁ ନେଇ ବିବାଦ ତେଜିବାରେ ଲାଗିଛି । ସୌମ୍ୟ ଓ ତାଙ୍କର ବାନ୍ଧବୀ ସୋନାଲିଙ୍କ ଶେଷ ଅଡିଓ ରେକର୍ଡିଂ ଭାଇରାଲ୍ ହେବାପରେ ଅନେକ ମହଲରୁ ସୋନାଲିଙ୍କୁ ଦୋଷୀ ଭାବେ ଧରାଯାଉଛି । ବର୍ତ୍ତମାନ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ଆଇନଜୀବୀ ପର୍ଯ୍ୟନ୍ତ ସମସ୍ତେ ବର୍ତ୍ତମାନ ସୋନାଲିଭ୍କୁ ଗିରଫ କରାଯାଉ ବୋଲି ଦାବି କରିଛନ୍ତି । ଏହି କ୍ରମରେ ବରିଷ୍ଠ ଆଇନଜୀବୀ ବନ ମହାନ୍ତିଙ୍କର ପ୍ରତିକ୍ରିୟା ସାମନାକୁ ଆସିଛି । ଦେଖନ୍ତୁ ସେ କଣ କହୁଛନ୍ତି…

Get real time updates directly on you device, subscribe now.